ETV Bharat / state

ଦୁଇଟି ଅଟୋରୁ ଦୁଇ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, 4 ଗିରଫ

ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗଠାରୁ ସାରଙ୍ଗଡ ରାସ୍ତାରେ ଦୁଇଟି ଅଟୋରୁ 70 କେଜି ଗଞ୍ଜେଇ ଜବତ । ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଫିରିଙ୍ଗିଆ ଥାନା ପୋଲିସ ।

ଗଞ୍ଜେଇ ଜବତ
ପଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Dec 4, 2019, 8:27 PM IST

ଫୁଲବାଣୀ: ଗଞ୍ଜେଇ ଚାଲାଣ ବେଳେ ଦୁଇଟି ଅଟୋକୁ ଜବତ କରିଛି ଫିରିଙ୍ଗିଆ ପୋଲିସ । ଏହା ସହିତ ଚାରି ଜଣ ଚାଲାଣକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗଠାରୁ ସାରଙ୍ଗଡ ରାସ୍ତାରେ ଦୁଇଟି ଅଟୋରେ 4 ଜଣ 70 କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ତେଲିମୁଣ୍ଡା ଛକଠାରେ ପୋଲିସ ଅଟୋକୁ ଜବତ କରିଥିଲା । 4 ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରି ଫୁଲବାଣୀ କୋର୍ଟଚାଲାଣ କରିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ୍ ଦୁଇଟି ଅଟୋକୁ ଗଞେଇ ଚାଲାଣ ବେଳେ ଜବତ କରିଛି। ଏହା ସହିତ ଚାରି ଜଣ ଚାଲାଣ କାରୀଙ୍କୁ ଗିରଫ କରିଛି।

Body:ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଠାରୁ ସାରଙ୍ଗଡ ରାସ୍ତାରେ ଯାଉଥିବା ଓଡି-୧୨ବି-୮୯୭୧ ଓ ଓଡି-୧୨-୪୩୪୦ ନଂବର ଦୁଇଟି ଅଟୋ ରୁ ୭୦ କେଜି ଗଞେଇ ସହିତ ୪ ଅଭିଯୁକ୍ତ {୧} ସୁମନ୍ତ ମାଝି {୧୯} ରତଙ୍ଗ {୨} ବଳରାମ କହଁର {୨୧} ଡଙ୍ଗରପଡା, {୩} ପ୍ରତାପ ନାୟକ {୨୨} ଡଙ୍ଗରପଡା, {୪} ନାବାଳକ କୁ ତେଲିମୁଣ୍ଡା ଛକ ଠାରେ ସିଜ୍ କରି କେଶ୍ ନଂ- ୧୦୯/୧୯ ରେ ରୁଜୁ କରି ଫୁଲବାଣୀ କୋର୍ଟ ଚାଲାଣ କରିଛି । ଗଞେଇ ର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ ବୋଲି ଆଇଆଇସି ପି. ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।
Conclusion:ଫିରିଙ୍ଗିଆ ଥାନା ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ସାଜିଛି। ଏପରି ନାକା ଓ ଚଢାଉ ଲଗାତାର ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.