ETV Bharat / state

ଜେଲ କର୍ମଚାରୀଙ୍କ ଷଡଯନ୍ତ୍ର ପଣ୍ଡ, 6 ଅପହରାଣକାରୀଙ୍କୁ ଧରିଲା ପୋଲିସ - Kandhamal

ଜେଲ କର୍ମଚାରୀଙ୍କ ଯୋଜନା ହେଲା ପଣ୍ଡ । ଦାରିଙ୍ଗବାଡି ପୋଲିସ ହାତରେ ଧରାପଡ଼ିଲେ 6 ଅପହରଣକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jul 12, 2019, 10:12 AM IST

କନ୍ଧମାଳ: ଜିଲ୍ଲାରେ ଚାଞ୍ଚଲ୍ୟ । ଜେଲ କର୍ମଚାରୀ ଓ ଅପରାଧୀଙ୍କ ସାଙ୍ଘାତିକ ଷଡଯନ୍ତ୍ର ପଣ୍ଡ ହୋଇଛି । ଜଣେ ଜେଲ କର୍ମଚାରୀଙ୍କ ଦ୍ବାରା ଦୁଇ ଜଣଙ୍କୁ ଅପହରଣ କରିବା ଘଟଣାର ପର୍ଦ୍ଦାଫାସ ହୋଇଛି । ତେବେ ଏହି ଘଟଣାରେ 6ଜଣ ଅପରାଧି ଏବେ ଦାରିଙ୍ଗବାଡି ପୋଲିସ କବଜାରେ ।

ଭିଡି଼ଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ବାଲିଗୁଡା ଜେଲର ୱାଡେନ ସୁବାସ ଚନ୍ଦ୍ର ବେହେରା ଦଳେଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ଅପହରଣ କରିବା ନେଇ ଏହି ଘଟଣାରେ 6 ଜଣଙ୍କୁ ସାମିଲ କରିଥିଲେ । ସେମାନେ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁରକୁ ନେଇ ଯାଉଥିବା ବେଳେ ଉପସ୍ଥିତି ବୁଦ୍ଧି ବଳରେ ସେଠାରୁ ଖସି ଆସିଥିଲେ ବୁଲୁ ନାୟକ ।

ଏହାପରେ ବୁଲୁ ଘଟଣା ବିଷୟରେ ଦାରିଙ୍ଗବାଡ଼ି ଥାନାରେ ପୋଲିସଙ୍କୁ ଜଣାଇଥିଲା । ପରେ ଥାନା ଅଧିକାରୀ ଅଲେଖ ଗରଡିଆ ଅପହରଣକାରୀଙ୍କ ଗାଡିକୁ ଗୁଳି ମାଡ କରିଥିଲେ । ଫଳରେ 6 ଅପହରଣକାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।

ସୁବାସ ଚନ୍ଦ୍ର ବେହେର ଦଳେଇ, ମୁନା ସାହୁ, ରବି ଗୌଡ଼, ବାଲାଜୀ ଗୌଡ଼, ପି ସତ୍ୟମ ରେଡ଼ି, ଉମା ବିଶୋଇ, ସୁବରାମ ନାୟକଙ୍କୁ ଗିରଫ କରିବା ସହ ଆଠଟି ମୋବାଇଲ, ଗୋଟିଏ ଛୁରୀ ଆଉ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏଥିସହ ବୁଲୁ ନାୟକଙ୍କ ଭାଇ ବ୍ରଜଙ୍କୁ ଉଦ୍ଧାର କରିଛି ପୋଲିସ ।

ସୂଚନାଯୋଗ୍ୟ, ଗତ 6 ମାସ ତଳେ ବୁଲୁ ନାୟକ ଜେଲରେ ଥିବା ସମୟରେ ୱାଡେନ ସୁବାଷଙ୍କ ସହ ଭଲ ସମ୍ପର୍କ ରଖିଥିଲା । ଆଉ ଜେଲରୁ ବାହାରିବା ପରେ ସୁବାଷ 1ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ବୁଲୁକୁ ଗଞ୍ଜେଇ କାରବାର ପାଇଁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୱାଡେନଙ୍କୁ ଟଙ୍କା ଫେରସ୍ତ ନ କରିବାରୁ ସେ 6 ଜଣ ଭଡାଡିଆଙ୍କ ସହ ଏଭଳି ଅପହରଣ କରିଥିବା ନେଇ ଜଣାପଡ଼ିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲାରେ ଚାଞ୍ଚଲ୍ଯ । ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ନେକସସ୍ ପଦାରେ ପଡିଛି। ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ବୁଦ୍ଧି ବଳରେ ଖସିବା ଏବଂ ପୋଲିସ ସହାୟତାରେ ଉଦ୍ଧାର ହେବା ପରେ ସବୁ ଅପରାଧି ଗିରଫ ହୋଇଛନ୍ତି । ଗାଡିକୁ ଅଟକାଇବା ପାଇଁ ପୋଲିସ ଅପହରଣକାରୀଙ୍କ ବୋଲେରୋକୁ ଗୁଳିମାଡ କରିଥିଲା। ଗଞ୍ଜେଇ କାରବାର ର ଏ ରିଏଲ୍ କାହାଣୀ ।

ଅପହରଣ କାରୀଙ୍କ ଠାରୁ ବର୍ତିଲେ ଦୁଇ ଭାଇ।ଜେଲ ୱାଡେନଙ୍କ ସମେତ ଅନ୍ୟ ୬ ଜଣ ଅପହରଣ କାରୀଙ୍କୁ ଗିରଫ କଲା ଦାରିଙ୍ଗବାଡ଼ି ପୋଲିସ। ଅପହୃତ ଦୁଇ ଭାଇ ହେଲେ ବାଲିଗୁଡା ଥାନା ମିଡ଼ିଆକିଆ ଗ୍ରାମର ବୁଲୁ ନାୟକ ଓ ବ୍ରଜ ନାୟକ।ବାଲିଗୁଡା ଜେଲରେ ୱାଡେନ ରହିଥିବା ସୁବାସ ଚନ୍ଦ୍ର ବେହେରଦଳେଇ ଅପହରଣ ଘଟଣାରେ ସିଧାସଳଖ ଭାବେ ସଂପୃକ୍ତ ରହିଛି। ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ାଟିଆ ଙ୍କୁ ଡାକି ଦୁଇ ଭାଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ବୋଲେରୋ ନଂ ଓଡ଼ି-୦୭ଟି-୨୬୦୦ ରେ ଅପହରଣ କରି ବାଲିଗୁଡା ରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ବ୍ରହ୍ମପୁର ନେଇଯାଉଥିଲେ।ବୁଲୁ ନାୟକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦାରିଙ୍ଗବାଡି ଚାରିଛକ ନିକଟରେ ଗାଡି ଝରକା ପଟୁ ବାହାରକୁ ଡେ଼ଇ ପଡିଥିଲା ।ଏହାପରେ ଜୀବନ ବିକଳରେ ବୁଲୁ ଉଲଗ୍ନ ଅବସ୍ଥାରେ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଜଣାଇଥିଲେ।ଏହାପରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସମେତ ପୋଲିସ ଅପହରଣକାରୀଙ୍କ ବୋଲେରୋ କୁ ପିଛା କରି ସୋରଡା ଥାନା ଅନ୍ତର୍ଗତ ରାମାନାବାଡୀ ଛକ ନିକଟରେ ବୋଲେରୋ କୁ ଅଟକାଇବା କୁ ଚେଷ୍ଟା କରିଥିଲେ ହେଲେ ବୋଲେରୋଟି ଅଟକି ନଥିଲା। ପୋଲିସ ବାଧ୍ୟ ହୋଇ ଜଣଙ୍କ ଜୀବନ ବିପଦରେ ଥିବାରୁ ବା ହେତୁ ବୋଲେରୋ ଚକା କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳୁ ୱାଡେନ ସୁବାସ ୬ ଜଣ ଅପହରଣକାରୀଙ୍କୁ ଧରିବା ସହ ଅପହୃତ ସାନ ଭାଇ ବ୍ରଜ କୁ ପୋଲିସ ଉଦ୍ଧାର କରିଥିଲା ।ଅପହରଣ କାରି ମାନେ ହେଲେ ସୁବାସ ଚନ୍ଦ୍ର ବେହେରଦଳେଇ, ମୁନା ସାହୁ, ରବି ଗୌଡ଼, ଵାଲାଜି ଗୌଡ଼,ପି ସତ୍ୟମ ରେଡ଼ି, ଉମା ବିଶୋଇ,ସୁବରାମ ନାୟକ,।ଏମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ବେହେରଦଳେଇ ବାଲିଗୁଡା ସବ ଜେଲରେ ୱାଡେନ ଅଛନ୍ତି ।ସେ ହିଁ ଏହି ଦୁଇ ଭାଇଙ୍କୁ ଅପହରଣ କରିବା ପାଇଁ ଅନ୍ୟ ମାନଙ୍କୁ ପଠାଇଥିଲେ।ଏବଂ ୱାଡେନ ସୁବାସ ସିଧାସଳଖ ଭାବେ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି। ବୁଲୁ ନାୟକ ଆଗରୁ ଜେଲରେ ବନ୍ଦୀ ଭାବେ ରହିଥିଲା ସମୟରେ ୱାଡେନ ସୁବାସଙ୍କ ସହ ଭଲ ସମ୍ପର୍କ ରଖିଥିଲା।ଆଉ ଗତ ୬ ମାସ ତଳେ ବୁଲୁ ଜେଲରୁ ବାହାରି ପରେ ୱାଡେନ ସୁବାସ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ବୁଲୁକୁ ଦେଇଥିଲେ ଗଞ୍ଜେଇ ବ୍ୟବସାୟ ପାଇଁ।କିନ୍ତୁ ବୁଲୁ ଟଙ୍କା ଫେରାଇନଥିବାରୁ ତାଙ୍କୁ ଅପହରଣ କରିବା ପାଇଁ ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ା ଟିଆ କୁ ଡାକିଥିଲେ।ଅପହରଣ କାରୀଙ୍କ ଠାରୁ ଆଠଟି ମୋବାଇଲ, ଗୋଟିଏ ଛୁରୀ ଆଉ ଗୋଟିଏ ଦେଶୀ ମାଉଜର ଜବତ କରିଛି।ପୋଲିସ ଏହି ଘଟଣାରେ ୭୦/୧୯ ରେ ଦଫା 364,65,34 ଇପସି 25,27 arms act ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଅଲେଖ ଗରଡ଼ିଆ କହିଛନ୍ତି।

ବାଇଟ - ୧- ଅଲେଖ ଗରଡ଼ିଆ ( ଆଇଆଇ ସି ଦାରିଙ୍ଗବାଡ଼ି )Body:କନ୍ଧମାଳ ଜିଲାରେ ଚାଞ୍ଚଲ୍ଯ । ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ନେକସସ୍ ପଦାରେ ପଡିଛି। ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ବୁଦ୍ଧି ବଳରେ ଖସିବା ଏବଂ ପୋଲିସ ସହାୟତାରେ ଉଦ୍ଧାର ହେବା ପରେ ସବୁ ଅପରାଧି ଗିରଫ ହୋଇଛନ୍ତି । ଗାଡିକୁ ଅଟକାଇବା ପାଇଁ ପୋଲିସ ଅପହରଣକାରୀଙ୍କ ବୋଲେରୋକୁ ଗୁଳିମାଡ କରିଥିଲା। ଗଞ୍ଜେଇ କାରବାର ର ଏ ରିଏଲ୍ କାହାଣୀ ।

ଅପହରଣ କାରୀଙ୍କ ଠାରୁ ବର୍ତିଲେ ଦୁଇ ଭାଇ।ଜେଲ ୱାଡେନଙ୍କ ସମେତ ଅନ୍ୟ ୬ ଜଣ ଅପହରଣ କାରୀଙ୍କୁ ଗିରଫ କଲା ଦାରିଙ୍ଗବାଡ଼ି ପୋଲିସ। ଅପହୃତ ଦୁଇ ଭାଇ ହେଲେ ବାଲିଗୁଡା ଥାନା ମିଡ଼ିଆକିଆ ଗ୍ରାମର ବୁଲୁ ନାୟକ ଓ ବ୍ରଜ ନାୟକ।ବାଲିଗୁଡା ଜେଲରେ ୱାଡେନ ରହିଥିବା ସୁବାସ ଚନ୍ଦ୍ର ବେହେରଦଳେଇ ଅପହରଣ ଘଟଣାରେ ସିଧାସଳଖ ଭାବେ ସଂପୃକ୍ତ ରହିଛି। ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ାଟିଆ ଙ୍କୁ ଡାକି ଦୁଇ ଭାଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ବୋଲେରୋ ନଂ ଓଡ଼ି-୦୭ଟି-୨୬୦୦ ରେ ଅପହରଣ କରି ବାଲିଗୁଡା ରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ବ୍ରହ୍ମପୁର ନେଇଯାଉଥିଲେ।ବୁଲୁ ନାୟକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦାରିଙ୍ଗବାଡି ଚାରିଛକ ନିକଟରେ ଗାଡି ଝରକା ପଟୁ ବାହାରକୁ ଡେ଼ଇ ପଡିଥିଲା ।ଏହାପରେ ଜୀବନ ବିକଳରେ ବୁଲୁ ଉଲଗ୍ନ ଅବସ୍ଥାରେ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଜଣାଇଥିଲେ।ଏହାପରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସମେତ ପୋଲିସ ଅପହରଣକାରୀଙ୍କ ବୋଲେରୋ କୁ ପିଛା କରି ସୋରଡା ଥାନା ଅନ୍ତର୍ଗତ ରାମାନାବାଡୀ ଛକ ନିକଟରେ ବୋଲେରୋ କୁ ଅଟକାଇବା କୁ ଚେଷ୍ଟା କରିଥିଲେ ହେଲେ ବୋଲେରୋଟି ଅଟକି ନଥିଲା। ପୋଲିସ ବାଧ୍ୟ ହୋଇ ଜଣଙ୍କ ଜୀବନ ବିପଦରେ ଥିବାରୁ ବା ହେତୁ ବୋଲେରୋ ଚକା କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳୁ ୱାଡେନ ସୁବାସ ୬ ଜଣ ଅପହରଣକାରୀଙ୍କୁ ଧରିବା ସହ ଅପହୃତ ସାନ ଭାଇ ବ୍ରଜ କୁ ପୋଲିସ ଉଦ୍ଧାର କରିଥିଲା ।ଅପହରଣ କାରି ମାନେ ହେଲେ ସୁବାସ ଚନ୍ଦ୍ର ବେହେରଦଳେଇ, ମୁନା ସାହୁ, ରବି ଗୌଡ଼, ଵାଲାଜି ଗୌଡ଼,ପି ସତ୍ୟମ ରେଡ଼ି, ଉମା ବିଶୋଇ,ସୁବରାମ ନାୟକ,।ଏମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ବେହେରଦଳେଇ ବାଲିଗୁଡା ସବ ଜେଲରେ ୱାଡେନ ଅଛନ୍ତି ।ସେ ହିଁ ଏହି ଦୁଇ ଭାଇଙ୍କୁ ଅପହରଣ କରିବା ପାଇଁ ଅନ୍ୟ ମାନଙ୍କୁ ପଠାଇଥିଲେ।ଏବଂ ୱାଡେନ ସୁବାସ ସିଧାସଳଖ ଭାବେ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି। ବୁଲୁ ନାୟକ ଆଗରୁ ଜେଲରେ ବନ୍ଦୀ ଭାବେ ରହିଥିଲା ସମୟରେ ୱାଡେନ ସୁବାସଙ୍କ ସହ ଭଲ ସମ୍ପର୍କ ରଖିଥିଲା।ଆଉ ଗତ ୬ ମାସ ତଳେ ବୁଲୁ ଜେଲରୁ ବାହାରି ପରେ ୱାଡେନ ସୁବାସ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ବୁଲୁକୁ ଦେଇଥିଲେ ଗଞ୍ଜେଇ ବ୍ୟବସାୟ ପାଇଁ।କିନ୍ତୁ ବୁଲୁ ଟଙ୍କା ଫେରାଇନଥିବାରୁ ତାଙ୍କୁ ଅପହରଣ କରିବା ପାଇଁ ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ା ଟିଆ କୁ ଡାକିଥିଲେ।ଅପହରଣ କାରୀଙ୍କ ଠାରୁ ଆଠଟି ମୋବାଇଲ, ଗୋଟିଏ ଛୁରୀ ଆଉ ଗୋଟିଏ ଦେଶୀ ମାଉଜର ଜବତ କରିଛି।ପୋଲିସ ଏହି ଘଟଣାରେ ୭୦/୧୯ ରେ ଦଫା 364,65,34 ଇପସି 25,27 arms act ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଅଲେଖ ଗରଡ଼ିଆ କହିଛନ୍ତି।
ବାଇଟ - ୧- ଅଲେଖ ଗରଡ଼ିଆ ( ଆଇଆଇ ସି ଦାରିଙ୍ଗବାଡ଼ି )Conclusion:କନ୍ଧମାଳ ଜିଲାରେ ଚାଞ୍ଚଲ୍ଯ । ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ନେକସସ୍ ପଦାରେ ପଡିଛି। ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ବୁଦ୍ଧି ବଳରେ ଖସିବା ଏବଂ ପୋଲିସ ସହାୟତାରେ ଉଦ୍ଧାର ହେବା ପରେ ସବୁ ଅପରାଧି ଗିରଫ ହୋଇଛନ୍ତି । ଗାଡିକୁ ଅଟକାଇବା ପାଇଁ ପୋଲିସ ଅପହରଣକାରୀଙ୍କ ବୋଲେରୋକୁ ଗୁଳିମାଡ କରିଥିଲା। ଗଞ୍ଜେଇ କାରବାର ର ଏ ରିଏଲ୍ କାହାଣୀ ।

ଅପହରଣ କାରୀଙ୍କ ଠାରୁ ବର୍ତିଲେ ଦୁଇ ଭାଇ।ଜେଲ ୱାଡେନଙ୍କ ସମେତ ଅନ୍ୟ ୬ ଜଣ ଅପହରଣ କାରୀଙ୍କୁ ଗିରଫ କଲା ଦାରିଙ୍ଗବାଡ଼ି ପୋଲିସ। ଅପହୃତ ଦୁଇ ଭାଇ ହେଲେ ବାଲିଗୁଡା ଥାନା ମିଡ଼ିଆକିଆ ଗ୍ରାମର ବୁଲୁ ନାୟକ ଓ ବ୍ରଜ ନାୟକ।ବାଲିଗୁଡା ଜେଲରେ ୱାଡେନ ରହିଥିବା ସୁବାସ ଚନ୍ଦ୍ର ବେହେରଦଳେଇ ଅପହରଣ ଘଟଣାରେ ସିଧାସଳଖ ଭାବେ ସଂପୃକ୍ତ ରହିଛି। ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ାଟିଆ ଙ୍କୁ ଡାକି ଦୁଇ ଭାଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ବୋଲେରୋ ନଂ ଓଡ଼ି-୦୭ଟି-୨୬୦୦ ରେ ଅପହରଣ କରି ବାଲିଗୁଡା ରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ବ୍ରହ୍ମପୁର ନେଇଯାଉଥିଲେ।ବୁଲୁ ନାୟକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦାରିଙ୍ଗବାଡି ଚାରିଛକ ନିକଟରେ ଗାଡି ଝରକା ପଟୁ ବାହାରକୁ ଡେ଼ଇ ପଡିଥିଲା ।ଏହାପରେ ଜୀବନ ବିକଳରେ ବୁଲୁ ଉଲଗ୍ନ ଅବସ୍ଥାରେ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଜଣାଇଥିଲେ।ଏହାପରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସମେତ ପୋଲିସ ଅପହରଣକାରୀଙ୍କ ବୋଲେରୋ କୁ ପିଛା କରି ସୋରଡା ଥାନା ଅନ୍ତର୍ଗତ ରାମାନାବାଡୀ ଛକ ନିକଟରେ ବୋଲେରୋ କୁ ଅଟକାଇବା କୁ ଚେଷ୍ଟା କରିଥିଲେ ହେଲେ ବୋଲେରୋଟି ଅଟକି ନଥିଲା। ପୋଲିସ ବାଧ୍ୟ ହୋଇ ଜଣଙ୍କ ଜୀବନ ବିପଦରେ ଥିବାରୁ ବା ହେତୁ ବୋଲେରୋ ଚକା କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳୁ ୱାଡେନ ସୁବାସ ୬ ଜଣ ଅପହରଣକାରୀଙ୍କୁ ଧରିବା ସହ ଅପହୃତ ସାନ ଭାଇ ବ୍ରଜ କୁ ପୋଲିସ ଉଦ୍ଧାର କରିଥିଲା ।ଅପହରଣ କାରି ମାନେ ହେଲେ ସୁବାସ ଚନ୍ଦ୍ର ବେହେରଦଳେଇ, ମୁନା ସାହୁ, ରବି ଗୌଡ଼, ଵାଲାଜି ଗୌଡ଼,ପି ସତ୍ୟମ ରେଡ଼ି, ଉମା ବିଶୋଇ,ସୁବରାମ ନାୟକ,।ଏମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ବେହେରଦଳେଇ ବାଲିଗୁଡା ସବ ଜେଲରେ ୱାଡେନ ଅଛନ୍ତି ।ସେ ହିଁ ଏହି ଦୁଇ ଭାଇଙ୍କୁ ଅପହରଣ କରିବା ପାଇଁ ଅନ୍ୟ ମାନଙ୍କୁ ପଠାଇଥିଲେ।ଏବଂ ୱାଡେନ ସୁବାସ ସିଧାସଳଖ ଭାବେ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି। ବୁଲୁ ନାୟକ ଆଗରୁ ଜେଲରେ ବନ୍ଦୀ ଭାବେ ରହିଥିଲା ସମୟରେ ୱାଡେନ ସୁବାସଙ୍କ ସହ ଭଲ ସମ୍ପର୍କ ରଖିଥିଲା।ଆଉ ଗତ ୬ ମାସ ତଳେ ବୁଲୁ ଜେଲରୁ ବାହାରି ପରେ ୱାଡେନ ସୁବାସ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ବୁଲୁକୁ ଦେଇଥିଲେ ଗଞ୍ଜେଇ ବ୍ୟବସାୟ ପାଇଁ।କିନ୍ତୁ ବୁଲୁ ଟଙ୍କା ଫେରାଇନଥିବାରୁ ତାଙ୍କୁ ଅପହରଣ କରିବା ପାଇଁ ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ା ଟିଆ କୁ ଡାକିଥିଲେ।ଅପହରଣ କାରୀଙ୍କ ଠାରୁ ଆଠଟି ମୋବାଇଲ, ଗୋଟିଏ ଛୁରୀ ଆଉ ଗୋଟିଏ ଦେଶୀ ମାଉଜର ଜବତ କରିଛି।ପୋଲିସ ଏହି ଘଟଣାରେ ୭୦/୧୯ ରେ ଦଫା 364,65,34 ଇପସି 25,27 arms act ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଅଲେଖ ଗରଡ଼ିଆ କହିଛନ୍ତି।
ବାଇଟ - ୧- ଅଲେଖ ଗରଡ଼ିଆ ( ଆଇଆଇ ସି ଦାରିଙ୍ଗବାଡ଼ି )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.