ETV Bharat / state

କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ - କାଠଗଣ୍ଡି ଜବତ

ନର୍ଲା ରେଞ୍ଜ ବାଲିସିଙ୍ଗା ଗ୍ରାମରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠଗଣ୍ଡି ଜବତ । ଶାଳ-ପିଆଶାଳ ସମେତ ଅନେକ ଗଛର କାଠ ଜବତ କଲା ବନ ବିଭାଗ ଓ ପୋଲିସର ମିଳିତ ଟିମ୍‌ ।

ଡିଜାଇନ ଫଟୋ
author img

By

Published : Aug 25, 2019, 8:38 PM IST

କଳାହାଣ୍ଡି: ଜିଲ୍ଲାର ନର୍ଲା ରେଞ୍ଜ ବାଲିସିଙ୍ଗା ଗ୍ରାମରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠଗଣ୍ଡି ଜବତ । ଶାଳ-ପିଆଶାଳ ସମେତ ଅନେକ ଗଛର କାଠ ଜବତ କଲା ବନ ବିଭାଗ ଓ ପୋଲିସର ମିଳିତ ଟିମ୍‌ । ଘଟଣାରେ କେହି ଗିରଫ ହୋଇନଥିବା ସୂଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଦୀର୍ଘଦିନ ଧରି ଏହି ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରୁ କାଠ ଚୋରି ହେଉଥିବା ଅଭିଯୋଗ ହେଉଥିଲା । ଯାହାକୁ ଭିତ୍ତିକରି ଡିଏଫଓ ନୀତିଷ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବାଲସିଙ୍ଗା ଗ୍ରାମରେ ବନବିଭାଗ ଓ ପୋଲିସର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲେ । ଚଢାଉ ସମୟରେ ଗାଁର ଏକ ନିଛାଟିଆ ସ୍ଥାନରୁ ଜବତ ଏହି କାଠଗଣ୍ଡି ଗୁଡିକ ଜବତ ହୋଇଥିଲା ।

କଳାହାଣ୍ଡିରୁ ଅଜିତ୍‌ ସିଂହ, ଇଟିଭି ଭାରତ

Intro:ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ।
କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ବାଲସିଙ୍ଗା ଗ୍ରାମରେ ବନ ବିଭାଗ ଓ ପୋଲିସ ର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରି ଲକ୍ଷ୍ୟାଧିକ ଟଙ୍କାର ଶାଳ Body:ପିଆଶାଳ ସମେତ ବିଭିନ୍ନ ସାଇଜ ର କାଠ ଗଣ୍ଡି ଜବତ କରିଛନ୍ତି। ସୂଚନା ଅନୁସାରେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ନିକଟ ସଂରକ୍ଷିତ ଜଙ୍ଗଲ ରୁ କାଠ ଚୋରି ହେଉଥିବା ଡିଏଫଓ ନୀତିଷ କୁମାର ଙ୍କ ନଜର କୁ ଆସିଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ବାଲସିଙ୍ଗା ଗ୍ରାମରେ ବନବିଭାଗ ଓ ପୋଲିସ ର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରିଥିଲେ। Conclusion:ଆଉ ଗାଁର ଏକ ନିଛାଟିଆ ସ୍ଥାନରୁ ଜବତ ହୋଇଥିଲା ଲକ୍ଷ୍ୟାଧିକ ଟଙ୍କା ର କାଠ ଗଣ୍ଡି। ତେବେ ଏ ନେଇ ତଦନ୍ତ ଜାରି ରହିଥିବା ବେଳେ ଏସଂକ୍ରାନ୍ତ କାହାରିକୁ ଗିରଫ ନେଇ ସୂଚନା ମିଳିନାହିଁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.