ETV Bharat / state

କଳାହାଣ୍ଡି ଉତ୍ତର ବନଖଣ୍ଡର ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ - timbers worth of 1 lakh rupees

କଳାହାଣ୍ଡି ଉତ୍ତର ବନଖଣ୍ଡର ଚଢାଉ । ନର୍ଲା ରେଞ୍ଜ ଅନ୍ତର୍ଗତ ଗୁନଗୋଚ୍ଛା ଗାଁରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କାଠ ଜବତ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

କଳାହାଣ୍ଡି ଉତ୍ତର ବନଖଣ୍ଡର ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

author img

By

Published : Jan 20, 2021, 1:32 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ପକ୍ଷରୁ ବିପୁଳ ପରିମାଣର କାଠ ଜବତ । ନର୍ଲା ରେଞ୍ଜ ଅନ୍ତର୍ଗତ ଗୁନଗୋଚ୍ଛା ଗାଁରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କାଠ ଜବତ କରିଛି ବନ ବିଭାଗ । ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଚୋରା କାଠ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଏହି ଗାଁର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା ।

କଳାହାଣ୍ଡି ଉତ୍ତର ବନଖଣ୍ଡର ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

ତେବେ ଚଢ଼ାଉ ସମୟରେ ଗାଁ ନିକଟରୁ ଏକ ଶାଳ କାଠ ବୋଝେଇ ପିକଅପ ଭ୍ୟାନ ସହ କାଠ କାଟିବାରେ ବ୍ୟବହୃତ ସାମଗ୍ରୀ ସବୁକୁ ଜବତ କରିଛି ବନ ବିଭାଗ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.