ETV Bharat / state

ଓଡିଶାରେ ଯୋଗୀ, ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ - Yogi in Odisha

ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ । ଏହାପରେ କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଛନ୍ତି ।

ଫାଇଲ ଫଟୋ
author img

By

Published : Feb 21, 2019, 12:46 PM IST

କଳାହାଣ୍ଡି: ଆଜି ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ସେ ଭବାନୀପାଟଣାରେ ଆୟୋଜିତ ବିଜେପିର ଜନସଭାରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ଏହାସହ ସେ ପୁଲୱାମା ଆତଙ୍କୀ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନାନୁସାରେ ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ । ଏହାପରେ କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ଯୋଗୀ । ଏହି ଅବସରରେ ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶବୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆତଙ୍କୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏହାସହ ମୋଦି ସରକାରଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ମୋଦି ସରକାର ଉଚିତ ଜବାବ ଦେବେ । ଗୁଳିର ଜବାବ ଗୁଳିରେ ଦିଆଯିବ । ମୋଦି ସରକାର ଗରିବ ଏବଂ କୃଷକଙ୍କ ପାଇଁ ଅନେକ କାମ କରୁଛନ୍ତି । ଆୟୁଷ୍ମାନ ଯୋଜନାରେ ଅନେକ ଭାରତୀୟ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନ ପାଇଁ ସେ ଦଳୀୟ କର୍ମୀଙ୍କୁ ଉତ୍ସାହ ସହକାରେ କାମ କରିବା ପାଇଁ ଆହ୍ବାନ କରିଛନ୍ତି ।

ମାଆ ମାଣିକେଶ୍ୱରୀଙ୍କୁ ଦର୍ଶନ କରି ସେ ସୌଭାଗ୍ୟ ମନେ କରୁଛନ୍ତି ବୋଲି ଯୋଗୀ କହିଛନ୍ତି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟ ବିଜେପିର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏହି ସଭାରେ ଉପସ୍ଥିତ ଅଛନ୍ତି । ଏହି ସଭାରେ 5ଟି ଜିଲ୍ଲାର ବୁଥ କର୍ମକର୍ତ୍ତା ଓ ନେତା ଯୋଗ ଦେଇଛନ୍ତି । ପୂର୍ବରୁ ଓଡିଶାରେ ଉପସ୍ଥିତ ନେଇ ସେ ଉତ୍ସାହିତ ଥିବା ଆଦିତ୍ୟନାଥ କହିଥିଲେ ।

undefined

ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରୁ ପୁରୁଷୋତ୍ତମ କ୍ଷେତ୍ର ତଥା ସନ୍ଥ ରାମାନୁଜଚାର୍ଯ୍ୟ ଏବଂ ଚୈତନ୍ୟ ମହାପ୍ରଭୁଙ୍କ କ୍ଷେତ୍ର ହେଉଛି ପୁରୀ । ଏହାରା ବାସ୍ତୁଶିଳ୍ପରେ ଆଭିଭୂତ ହୋଇଥିଲେ ରବୀନ୍ଦ୍ରନାଥ ଟାଗୋର ଆଉ କହିଥିଲେ ଏଠାରେ ମଣିଷ ଅପେକ୍ଷା ପଥରର ଭାଷା ଉତ୍କୃଷ୍ଟ । ହୁଏଂସାଂଗଙ୍କ ଭାରତ ଯାତ୍ରାରେ ଏହି ଉତ୍କଳ ଭୂମିର ସ୍ଥାନ ଥିଲା ମହତ୍ତ୍ବପୂର୍ଣ । ଏହି ଗୌରବମୟ ଇତିହାସ ଏବଂ ସଂସ୍କୃତି ସହ ଜଡିତ ଓଡିଶା ଓ ଏଠାକାର ସହୃଦୟ ଲୋକଙ୍କ ସହ ମିଶିବା ପାଇଁ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗ ଦେବା ନେଇ ସେ ଉତ୍ସାହିତ ଅଛନ୍ତି ବୋଲି ଯୋଗୀ ଓଡିଶା ଗସ୍ତ ପୂର୍ବରୁ କହିଥିଲେ ।

ସୂଚନାନୁସାରେ ଓଡିଶାରେ ୨ଟି ଜନସଭାରେ ଉଦବୋଧନ ଦେବେ ବିଜେପିର ଏହି ଷ୍ଟାର ପ୍ରଚାରକ । କଳାହାଣ୍ଡି ସଦର ମହୁକମା ଭବାନୀପାଟଣା ଏବଂ ଖୋର୍ଦ୍ଧା ନାଚୁଣି ଠାରେ ଦୁଇଟି ମେଗାରାଲିରେ ସାମିଲ ହେବେ ଯୋଗୀ ଆଦିତ୍ୟନାଥ । ଆସନ୍ତା ନିର୍ବାଚନରେ ବିଜେପିର ସ୍ଥିତିକୁ ଆହୁରି ଦୃଢ କରିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଶେଷ ସୂଚନାନୁସାରେ ଆଉ ଅଳ୍ପ ସମୟ ମଧ୍ୟରେ ସେ ଭବାନୀପାଟଣା କାର୍ଯ୍ୟକ୍ରମ ସାରି ଖୋର୍ଦ୍ଧା ଅଭିମୁଖେ ବାହାରିଯିବେ । ଏଠାରେ ନାଚୁଣିରେ ଆୟୋଜିତ ବିଶାଳ ରାଲିରେ ସାମିଲ ହୋଇ କର୍ମୀଙ୍କ ଉତ୍ସାହ ବଢାଇବେ ଯୁପି ମୁଖ୍ୟମନ୍ତ୍ରୀ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

AP Video Delivery Log - 1500 GMT News
Saturday, 16 February, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-1455: Nigeria Delay AP Clients Only 4196498
INEC: Nigeria vote delay 'painful', but necessary
AP-APTN-1444: Germany Maas Iran AP Clients Only 4196497
German FM Maas meets Iranian counterpart
AP-APTN-1442: Germany Pence NATO AP Clients Only 4196496
Pence, Stoltenberg meet amid Munich conference
AP-APTN-1434: Argentina Sala Wake 2 AP Clients Only 4196495
Sala's cousin: many irregularities in Sala death
AP-APTN-1430: Germany Merkel 3 No access Germany; One week news access only; Online access only 3 minutes of all pool footage provided on 16 February 2019 4196494
Merkel on Iran nuclear deal, Nord Stream pipeline
AP-APTN-1422: Germany Barnier AP Clients Only 4196493
Barnier: Brexit deal with UK still possible
AP-APTN-1405: Afghanistan Karzai AP Clients Only 4196480
ONLY ON AP Karzai worries Pakistan talks risk peace
AP-APTN-1402: Albania Opposition Teargas AP Clients Only 4196490
Teargas, scuffles during Tirana opposition protest
AP-APTN-1346: France Yellow Vests AP Clients Only 4196488
Yellow vests protest in Paris amid waning support
AP-APTN-1346: Germany Bilaterals AP Clients Only 4196484
Leaders hold bilats on sidelines of Munich talks
AP-APTN-1343: Germany China No access Germany; One week news access only; Online access only 3 minutes of all pool footage provided on 16 February 2019 4196487
China official on INF and Huawei at Munich talks
AP-APTN-1338: Nigeria Atiku 2 AP Clients Only 4196486
Presidential candidate shocked at Nigeria delay
AP-APTN-1338: Germany Brexit No access Germany; One week news access only; Online access only 3 minutes of all pool footage provided on 16 February 2019 4196485
Iohannis: Current Brexit deal 'best possible'
AP-APTN-1329: Vatican McCarrick AP Clients Only 4196483
Vatican reaction to defrocking of McCarrick
AP-APTN-1304: Albania Opposition Rally AP Clients Only 4196482
Opposition supporters clash with police in Tirana
AP-APTN-1302: Argentina Sala Wake AP Clients Only 4196479
Home town bids farewell to footballer Sala
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.