ETV Bharat / state

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଗଲେ ପ୍ରଧାନ ଶିକ୍ଷକ

ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଗଲେ ପ୍ରଧାନ ଶିକ୍ଷକ ଏଭଳି ନିନ୍ଦନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ଅଧିକ ପଢନ୍ତୁ...

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଗଲେ ପ୍ରଧାନଶିକ୍ଷକ
author img

By

Published : Oct 22, 2019, 11:24 PM IST

କଳାହାଣ୍ଡି: ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ । ଅସଦାଚରଣ କରି ବନ୍ଧା ହୋଇ ଜେଲ ଗଲେ ପ୍ରଧାନ ଶିକ୍ଷକ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ଅଭିଯୁକ୍ତ ଶିକ୍ଷକ ହେଲେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସର୍ବେଶ୍ବର ମିଶ୍ର ।

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଗଲେ ପ୍ରଧାନଶିକ୍ଷକ

ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷକ ଜଣକ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଆସୁଥିଲେ । ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ପ୍ରକାଶ ଯେ, ପ୍ରଧାନ ଶିକ୍ଷକ ଜଣକ ଚଳିତ ମାସ 30 ତାରିଖରେ ଅବସର ନେଇଥାନ୍ତେ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଷଷ୍ଠ ଶ୍ରେଣୀ ଛାତ୍ରୀ ଙ୍କୁ ଅସଦାଚରଣ କରି ପ୍ରଧାନ ଶିକ୍ଷକ ଗିରଫ ,କୋର୍ଟ ଚାଲାଣ

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଙ୍କୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷ କ ବାରମ୍ବାର ଅଶ୍ଳୀଳ ଇଙ୍ଗିତ କରିଆସୁଥିବା ଛାତ୍ରୀ ଜଣକ ନିଜ ପିତାମାତା କୁ ଅଭିଯୋଗ କରିବା ପରେ କେସିଙ୍ଗା ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି Body:ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସର୍ବେଶ୍ୱର୍ ମିଶ୍ର କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ କୁ ପଠାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତ ପ୍ରଧାନଶିକ୍ଷକ ସର୍ବେଶ୍ୱର୍ ଙ୍କ ଅବସର ପାଇଁ ଚଳିତ ମାସ ୩୧ ତାରିଖରେ ଥିଲା  । ଏହି ଘଟଣା କଳାହାଣ୍ଡିରେ ଚର୍ଚ୍ଚାର ବିଷୟ ହୋଇଛି ।
ସମସ୍ତ ଭିଡ଼ିଓ ମୁହଁ ବ୍ଲୋର ହବConclusion:ବାଇଟ-ଛାତ୍ରୀଙ୍କ ବାପା
ଭିସୁଆଲ ବାଇଟ ରେ ମୁହଁ ବ୍ଲୋର ହେବ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.