ETV Bharat / state

ଘୁମୁରା 2020 ରେ ଚାଲିଛି ରାହାଗିରି - raahgiri programme

ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ 24ତମ କଳାହାଣ୍ଡି ଉତ୍ସବ ଘୁମୁରା 2020 ଅନୁଷ୍ଠିତ ହେବ। ଏହି ଅବସରରେ ସୋମବାର ରାହାଗିରି କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀମାର୍ଗ ରାସ୍ତାରେ ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ..

କଳାହାଣ୍ଡି ଉତ୍ସବ ଅବସରରେ ରାହାଗିରି କାର୍ଯ୍ୟକ୍ରମ
କଳାହାଣ୍ଡି ଉତ୍ସବ ଅବସରରେ ରାହାଗିରି କାର୍ଯ୍ୟକ୍ରମ
author img

By

Published : Jan 13, 2020, 3:59 PM IST

କଳାହାଣ୍ଡି: ଆସନ୍ତା 14 ରୁ 17 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ 24ତମ କଳାହାଣ୍ଡି ଉତ୍ସବ ଘୁମୁରା 2020 ଅନୁଷ୍ଠିତ ହେବ। ଏହି ଅବସରରେ ସୋମବାର ରାହାଗିରି କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ମାର୍ଗ ରାସ୍ତାରେ ଆୟୋଜିତ ହୋଇଥିଲା ।

କଳାହାଣ୍ଡି ଉତ୍ସବ ଅବସରରେ ରାହାଗିରି କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତା, ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା, ଯୋଗ ଶିବିର, ବ୍ୟଙ୍ଗକବି ସମ୍ବିଳନୀ, ଟାଇକୁଣ୍ଡୁ ପ୍ରଦର୍ଶନ, ସାମୂହିକ କ୍ରୀଡା ପ୍ରଦର୍ଶନ, ସଡ଼କ ସୁରକ୍ଷା ସଚେତନତା ଆଦି 40ଟି ଇଭେଣ୍ଟରେ ୫୦୦ ରୁ ଉର୍ଦ୍ଧ କଳାକାର ଅଂଶଗ୍ରହଣ କରିଥିଲେ।

ଏସବୁ ଭିତରେ ରାହାଗିରିର ମୁଖ୍ୟ ଆକର୍ଷଣ ଥିଲା ମୁଖ୍ୟମନ୍ତ୍ରୀଙ୍କ ନକଲରେ ସଡ଼କ ସୁରକ୍ଷା ସଚେତନତାର ଅଭିଭାଷଣ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ସମେତ ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଏହି ରାହାଗିରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଆସନ୍ତା ୧୪-୧୭ ତାରିଖ ଯାଏଁ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲା ସ୍ତରୀୟ ୨୪ ତମ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୦ ଅନୁଷ୍ଠିତ ହେବ ।ଏହି ଅବସରରେ ଆଜି ରାହାଗିରି କାର୍ଯ୍ୟକ୍ରମ ସ୍ଥାନୀୟ ଗାଦ୍ଧିମାର୍ଗ ରାସ୍ତାରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ ପ୍ରତିଯୋଗିତା,ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା,ଯୋଗ ଶିବିର, ବ୍ୟଙ୍ଗକବି ସମ୍ବିଳନୀ, ଟାଇକୁଣ୍ଡୁ ପ୍ରଦର୍ଶନ, ସାମୁହିକ କ୍ରୀଡା ପ୍ରଦର୍ଶନ, ସଡ଼କ ସୁରକ୍ଷା ସଚେତନତା ଆଦି ୪୦ ଟି ଇଭେଣ୍ଟ ରେ ୫୦୦ ରୁ ଉର୍ଦ୍ଧ କଳାକାର ଅଂଶଗ୍ରହଣ କରିଥିଲେ ।Body:ଏ ସବୁ ଭିତରେ ରାହାଗିରି ର ମୁଖ୍ୟ ଆକର୍ଷଣ ଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ନକଲ ରେ ସଡ଼କ ସୁରକ୍ଷା ସଚେତନତା ର ଅଭିଭାଷଣ।ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ସମେତ ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଏହି ରାହାଗିରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
Conclusion:ବାଇଟ-କୈଳାସ ସାହୁ (କଳାକାର ନକଲି ମୁଖ୍ୟମନ୍ତ୍ରୀ)
ବାଇଟ-ଶରତ ଚନ୍ଦ୍ର ଶ୍ରୀଚନ୍ଦନ (ଅତିରିକ୍ତ ଜିଲ୍ଲାପାଳ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.