ETV Bharat / state

ବିଶ୍ବ ଜନସଂଖ୍ୟା ଦିବସ: କଳାହାଣ୍ଡିରେ 'ଫ୍ୟାମିଲି ପ୍ଲାନିଙ୍ଗ ଫର ଅଲ'ର ଶୋଭାଯାତ୍ରା - health

କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 11, 2019, 9:46 PM IST

କଳାହାଣ୍ଡି: ଆଜି ବିଶ୍ବ ଜନସଂଖ୍ୟା ଦିବସ ବା ଓ୍ବାର୍ଲଡ ପପୁଲେସନ ଡେ । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ 'ଫ୍ୟାମିଲି ପ୍ଲାନିଙ୍ଗ ଫର ଅଲ' ର ବାର୍ତ୍ତା ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଏଏନଏମ ଓ ଜିଏନଏମ ଛାତ୍ରୀ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସିଡିଏମଓ ପତାକା ଦେଖାଇ ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିବା ବେଳେ ପରେ ଅନୁଷ୍ଠିତ ସଭାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସୁସ୍ଥ ଓ ସୁଖୀ ପରିବାର ଗଠନ ସହ ଏକ ସୁ-ସମାଜ ଗଠନ କାର୍ଯକ୍ରମର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:କଳାହାଠି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏ ଅବସରରେ "ଫେମେଲି ପ୍ଲାନିଙ୍ଗ ଫର ଅଲ' ର ବାର୍ତ୍ତା ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏହି ଶୋଭାଯାତ୍ରା ରେ ଏଏନଏମ ଓ ଜିଏନଏମ ଛାତ୍ରୀ ଯୋଗଦେଇଥିଲେ ।Body:ସିଡିଏମଓ ପତାକା ହଲାଇ କାର୍ଯକ୍ରମ ର ଶୁଭାରମ୍ଭ କରିଥିବା ବେଳେ ପରେ ଅନୁଷ୍ଠିତ ସଭାରେ କ୍ରୁତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କ୍ରୁତ କରାଯାଇଥିଲା । ସୁସ୍ଥ ଓ ସୁଖୀ ପରିବାର ଗଠନ ସହ ଏକ ସୁ ସମାଜ ଗଠନ କାର୍ଯକ୍ରମ ର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।Conclusion:ବାଇଟ-ବନଲତା ଦେବୀ (ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ-କଳାହାଠି)
ଭିଡିଓ ସୌଜନ୍ୟ: ସମ୍ୱାଦଦାତା, କଳାହାଠି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.