ETV Bharat / state

କଳାହାଣ୍ଡି ଗସ୍ତରେ ପୋଲିସ ଡିଜି, ଲକ୍‌ଡାଉନ୍‌ର କଲେ ସମୀକ୍ଷା

ଲକ୍‌ଡାଉନ୍‌ବେଳେ କଳାହାଣ୍ଡି ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ଗସ୍ତ ସମୟରେ ଲକଡାଉନ ସ୍ଥିତି କିଭଳି ରହିଛି ତାହାର ସେ ସମୀକ୍ଷା କରିଛନ୍ତି ।

author img

By

Published : Apr 10, 2020, 4:00 PM IST

Updated : Apr 10, 2020, 6:00 PM IST

lockdown situation in Kalahandi
କଳାହାଣ୍ଡି ଗସ୍ତରେ ପୋଲିସ ଡିଜି, ଲକ୍‌ଡାଉନ୍‌ର କଲେ ସମୀକ୍ଷା

ଭବାନୀପାଟଣା: ଲକ୍‌ଡାଉନ୍‌ବେଳେ କଳାହାଣ୍ଡି ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ଗସ୍ତ ସମୟରେ ଲକଡାଉନ ସ୍ଥିତି କିଭଳି ରହିଛି ତାହାର ସେ ସମୀକ୍ଷା କରିଛନ୍ତି ।

ଭବାନୀପାଟଣା ରିଜର୍ଭ ପଡିଆରେ ହେଲିକେପ୍ଟରରେ ଆସି ପହଞ୍ଚିବା ପରେ କୋଭିଡ19 ପାଇଁ କଳାହାଣ୍ଡିରେ ଲକଡାଉନ ଓ ଆଇନଶୃଙ୍ଖଳା ସ୍ଥିତି କିଭଳି ରହିଛି ସେ ବିଷୟରେ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କଳାହାଣ୍ଡି ଏସପିଙ୍କ ସମେତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସମେତ ଆଇଜି ଅପରେସନ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Last Updated : Apr 10, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.