ETV Bharat / state

କଳା ବ୍ୟାଚ ପରିଧାନ ଫାର୍ମାସିଷ୍ଟଙ୍କ ନିରବ ପ୍ରତିବାଦ - ଫାର୍ମାସିଷ୍ଟଙ୍କ ନିରବ ପ୍ରତିବାଦ

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୧୧୧ ଜଣ କାର୍ଯ୍ୟରତ ଫାର୍ମାସିଷ୍ଟ କଳା ବ୍ୟାଚ୍ ପରିଧାନ ପୂର୍ବକ ନିରବ ପ୍ରତିବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

କଳା ବ୍ୟାଚ ପରିଧାନ ଫାର୍ମାସିଷ୍ଟଙ୍କ ନିରବ ପ୍ରତିବାଦ

author img

By

Published : Jun 12, 2021, 7:00 AM IST

ଭବାନୀପାଟଣା:ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ୧୦ ଦିନ ପାଇଁ କଳାବ୍ୟାଚ ପରିଧାନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୧୧୧ ଜଣ କାର୍ଯ୍ୟରତ ଫାର୍ମାସିଷ୍ଟ କଳା ବ୍ୟାଚ୍ ପରିଧାନ ପୂର୍ବକ ନିରବ ପ୍ରତିବାଦ ଜଣାଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଫାର୍ମାସିଷ୍ଟମାନେ ସର୍ବଦା ସରକାରଙ୍କ ନିର୍ଦ୍ଦେଶ ମାନି ସୁଚାର ରୂପେ ନିଜର କାର୍ଯ୍ୟ ତୁଳାଇ ଆସୁଛନ୍ତି । ଏପରିକି କୋରୋନା ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଆସୁଛନ୍ତି ।

ଦୀର୍ଘ ବର୍ଷରୁ ସେମାନେ କରିଆସୁଥିବା ବିଭିନ୍ନ ଦାବିକୁ ଆଜି ପର୍ଯ୍ୟନ୍ତ ସରକାର ଗ୍ରହଣ କରୁନାହାନ୍ତି । ଫଳରେ ସେମାନେ ତାଙ୍କ ଦାବି ହାସଲ ପାଇଁ ଏହି ପ୍ରତିବାଦ ଜଣାଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.