ETV Bharat / state

ରାସ୍ତା ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ରାସ୍ତା କାମରେ ବିଳମ୍ବ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଲୋକେ । କଲମପୁର-ଥୁଆମୂଳରାମପୁର ରାସ୍ତା କାମ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

author img

By

Published : Nov 26, 2019, 11:00 AM IST

ଥୁଆମୂଳରାମପୁରରେ ରାସ୍ତା ପାଇଁ ଆନ୍ଦୋଳନ, road construction in kalahandi
ରାସ୍ତା ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ଭବାନୀପାଟଣା: ରାସ୍ତା କାମ ବିଳମ୍ବ ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ । କଲମପୁର-ଥୁଆମୂଳରାମପୁର ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ରାସ୍ତା ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ପ୍ରକାଶ ଯେ, 4 କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ହେଲେ ଗତ ଜୁଲାଇ ମାସରୁ ଠିକାଦାର ରାସ୍ତା କାମ ବନ୍ଦ କରିଥିବା ନେଇ ଅଭିଯୋଗ । ରାସ୍ତାକାମ ବନ୍ଦ ହେବା ଯୋଗୁଁ ରାସ୍ତାଟି ମରଣଯନ୍ତା ପାଲଟିଛି । ଏହାର ପ୍ରତିବାଦରେ ବେଲପଡା ନିକଟରେ 4ଟି ଗାଁର ଲୋକେ ଏକାଠି ହୋଇ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.