ETV Bharat / state

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବିକ୍ଷୋଭ ପ୍ରଦର୍ଶନ - କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ ପ୍ରଦର୍ଶନ

ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ଦାବିରେ ଭବାନୀପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ଏହି କ୍ରିୟାନୁଷ୍ଠାନ କମିଟି ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି କରି ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରିଛି।

_peacefull protest for permanent high court bench
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ ପ୍ରଦର୍ଶନ
author img

By

Published : Dec 23, 2019, 9:22 PM IST

କଳାହାଣ୍ଡି: ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ଦାବିରେ ଭବାନୀପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ଏହି କ୍ରିୟାନୁଷ୍ଠାନ କମିଟି ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି କରି ସୋମବାର ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ ପ୍ରଦର୍ଶନ

ଏଥିରେ ଜିଲ୍ଲାର ବିଭିନ୍ନ ସଙ୍ଗଠନର ସଦସ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନ ହେବ ପ୍ରତିମାସ ଶେଷ ସୋମବାର ଜିଲ୍ଲାରେ ବିକ୍ଷୋଭ କରି ଆସୁଛନ୍ତି। ଭୌଗଳିକ ଦୃଷ୍ଟିରୁ ଓ ସରକାରଙ୍କ ପାଲ କମିଶନ ରିପୋର୍ଟ ଅନୁସାରେ, କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା କଥା କିନ୍ତୁ ଏହା ନ କରି ଦିନ ଗଡାଇ ଚାଲୁଥିବାର ଅଭିଯୋଗ ହୋଇଛି। ତୁରନ୍ତ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

Intro:ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ର ବିକ୍ଷୋଭ।
କଳାହାଣ୍ଡି ରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ଦାବିରେ ଭବାନୀପାଟଣା ରେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବୀ କରି  ଆଜି ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ରେ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । Body:ଏଥି ପୂର୍ବରୁ କଳାହାଣ୍ଡି  ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନ ଠାରୁ ପ୍ରତିମାସ ଶେଷ ସୋମବାର ଜିଲାରେ  ବିକ୍ଷୋଭ କରିଆସୁଛନ୍ତି । ଭୌଗଳିକ ଦୃଷ୍ଟିରୁ ଓ ସରକାର ଙ୍କ ପାଲ କମିଶନ ରିପୋର୍ଟ ଅନୁସାରେ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା କଥା କିନ୍ତୁ ଏହା ନ କରି ଦିନ ଗାଡାଇ ଚାଲିଛନ୍ତି ।ତୁରନ୍ତ କଳାହାଣ୍ଡି ରେ  ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଦାବି କରିଛନ୍ତି ।
Conclusion:ବାଇଟ- ଅବିନାଶ ଠାକୁର,ଯୁଗ୍ମ ଆବାହକ,ମିଳିତ କ୍ରିୟାନୁଷ୍ଠାନ କମିଟି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.