ETV Bharat / state

ସୁଧୁରୁନି ଅବ୍ୟବସ୍ଥା, ଖଟିଆରେ ବୁହା ହେଲେ ରୋଗୀ

author img

By

Published : Dec 30, 2019, 1:43 PM IST

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବାଡ଼ାପଦର ଗାଁରେ ପୁଣି ଖଟିଆରେ ବୁହା ହେଲେ ରୋଗୀ ।

ପୁଣି ଖଟିଆରେ ବୁହା ହେଲେ ରୋଗୀ
ପୁଣି ଖଟିଆରେ ବୁହା ହେଲେ ରୋଗୀ

ଭବାନୀପଟଣା: ପୁଣି ଖଟିଆରେ ବୁହା ହେଲେ ରୋଗୀ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବାଡ଼ାପଦର ଗାଁରେ ନାହିଁ ରାସ୍ତାଟିଏ । ଶେଷରେ ଏହି ଗାଁର ରୁନିଆ ବେନିଆଁଙ୍କୁ 6 କିମି ଯାଏଁ ଖଟିଆରେ ବୋହି ନେଲେ ଡାକ୍ତରଖାନା ।

ପୁଣି ଖଟିଆରେ ବୁହା ହେଲେ ରୋଗୀ

ସୂଟଚା ଅନୁସାରେ କିଛିଦିନ ହେବ ଜ୍ବରରେ ପୀଡିତ ଥିଲେ ରୁନିଆ । ଶେଷରେ ରୁନିଆଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଏହି ଗାଁରେ ଭଲ ରାସ୍ତାଟିଏ ନଥିବାରୁ ଆସିପାରିନାହିଁ ଆମ୍ବୁଲାନ୍ସ । ଗାଁ ଲୋକେ ମିଶି ରୁନିଆଙ୍କୁ ଖଟରେ ବୋହି ୬ କିଲୋମିଟର ଦୂର ମାର୍ଦାଜର ପର୍ଯ୍ୟନ୍ତ ଆଣିଲେ ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ରାମପୁର ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଅଞ୍ଚଳରେ ବାରମ୍ବାର ଏହି ଦୃଶ୍ୟ ଦେଖିବାକୁ ମିଳୁଛି। ତଥାପି ପ୍ରଶାସନର ନିରବଦ୍ରଷ୍ଟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରି ଅପହଞ୍ଚ ଇଲାକା ପ୍ରତି କେବେ ସରକାରଙ୍କ ନଜର ପଡିବ ତାକୁ ହିଁ ଅପେକ୍ଷା ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:ପୁଣିସାମ୍ନା କୁ ଆସିଲା ଉପାନ୍ତ ଅଞ୍ଚଳ ର କରୁଣ କାହାଣୀ
ପୁଣି ଖଟିଆରେ ବୁହା ହେଲେ ରୋଗୀ ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବାଡ଼ାପଦର ଗାଁ ର ରୁନିଆ ବେନିଆଁ ଙ୍କୁ ଜ୍ଵର ହେବାରୁ ୬ କିଲୋମିଟର ଦୂର ମାର୍ଦାଜର ପର୍ଯ୍ୟନ୍ତ ଖଟିଆରେ ଆଣି Body:ସେଠାରୁ୨୦୮ ଏମ୍ବୁଲାନ୍ସ ଯୋଗେ ରାମପୁର ଡାକ୍ତର ଖାନା କୁ ଆଣିଥିଲେ। ଏହି ଅଞ୍ଚଳ ରେ ବାରମ୍ବାର ଏହି ଦୃଶ୍ୟ ଦେଖିବାକୁ ମିଳୁଛି।Conclusion:ପ୍ରଶାସନ ର ନିରାଵଦ୍ରଷ୍ଟା ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ କେବେ ସରକାର ଙ୍କ ନଜର ଏହି ଅଞ୍ଚଳ ରେ ପଡିବ ତାକୁ ହିଁ ଅପେକ୍ଷା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.