ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ କଲମପୁର-ଜୁନାଗଡ ରାସ୍ତା ଅବରୋଧ - kalahandi news

ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ସନ୍ଧ୍ୟା 7ଟାରେ ନିଜ କର୍ମକ୍ଷେତ୍ରରୁ ବାଇକଯୋଗେ ଘରକୁ ଫେରୁଥିବାବେଳେ ବିରବଲ ନାଗ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଛନ୍ତି ।

one dead in road accident at kalahandi
ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ
author img

By

Published : Dec 29, 2019, 10:48 AM IST

କଳାହାଣ୍ଡି: ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ସନ୍ଧ୍ୟା 7ଟାରେ ନିଜ କର୍ମକ୍ଷେତ୍ରରୁ ବାଇକଯୋଗେ ଘରକୁ ଫେରୁଥିବା ବେଳେ ବିରବଲ ନାଗ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଏହାପରେ କଲମପୁର ଡାକ୍ତରଖାନାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ପରିବାର ପକ୍ଷରୁ କଲମପୁର ଜୁନାଗଡ ରାସ୍ତା ବାବୁକେନ୍ଦୁଗୁ଼ଡାଠାରେ ରାସ୍ତା ଅବରୋଧ କରିଥିଲେ ।

ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ

କ୍ଷତିପୂରଣ ଦାବିରେ ଗ୍ରାମବାସୀ, ପରିବାର ତଥା ସମ୍ପର୍କୀୟ ମୁଖ୍ୟ ରାସ୍ତା ବନ୍ଦ କରିଥିଲେ ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ତେବେ ପୋଲିସ ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପକ୍ଷେ ଏକ ମାଟି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଘଟାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

Intro:ଅଜଣା ଗାଡି ଧକ୍କା ରେ ଜଣେ ମୃତ୍ୟୁ. ପ୍ରତିବାଦରେ ପରିବାର ପକ୍ଷରୁ କଲମପୁର ଜୁନାଗଡ଼ ରାସ୍ତା ବାବୁକେନ୍ଦୁଗୁଡା ଠାରେ ରାସ୍ତା ଅବରୋଧ.
ଶନିବାର ସନ୍ଧ୍ୟା 7 ଟା ବେଳେ ନିଜ କର୍ମକ୍ଷେତ୍ରରୁ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ବାବୁକେନ୍ଦୁଗୁଡା ଗ୍ରାମର ବିରବଲ ନାଗ ଏକ ଗାଡି ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ. Body:କଲମପୁର ଡାକ୍ତରଖାନାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଗଲା. ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି. Conclusion:ତେବେ ଏହା ମାଟି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା କରି ଫେରାର ହୋଇଛି ବୋଲି ପରିବାର ପକ୍ଷରୁ କୁହାଯାଉଥିବାବେଳେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ, ପରିବାର ତଥା ସମ୍ପର୍କୀୟ ମାନେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି. ଫଳରେ ଯାନ ବାହାନ ଚଳାଚଳ ବନ୍ଦ ରହିଛି. ପୋଲିସ ଫାଣ୍ଡି ଅଧିକାରୀ ମନରଞ୍ଜନ ଆଚାର୍ଯ୍ୟ ତଦନ୍ତ ଜାରି ରଖିଛନ୍ତି.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.