ETV Bharat / state

ଭିଜିଲାନ୍ସ ଜାଲରେ ମହୁଲପାଟଣା ଫାଣ୍ଡି ଅଧିକାରୀ

author img

By

Published : Jun 20, 2020, 7:31 AM IST

କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଫାଣ୍ଡି ଅଧିକାରୀ ମଳୟ ରଣା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦୁର୍ଘଟଣା ଘଟାଇଥିବା ଏକ ଟ୍ରାକ୍ଟର ମାମଲାର କେସ ରଫାଦଫା ପାଇଁ ଫାଣ୍ଡି ଅଧିକାରୀ ୫ହଜାର ଟଙ୍କା ଦାବି କରିଥିଲେ।

ଭିଜିଲାନ୍ସ ଜାଲରେ ମହୁଲପାଟଣା ଫାଣ୍ଡି ଅଧିକାରୀ
ଭିଜିଲାନ୍ସ ଜାଲରେ ମହୁଲପାଟଣା ଫାଣ୍ଡି ଅଧିକାରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଫାଣ୍ଡି ଅଧିକାରୀ ମଳୟ ରଣା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ସୂଚନାନୁଯାୟୀ, ଦୁର୍ଘଟଣା ଘଟାଇଥିବା ଏକ ଟ୍ରାକ୍ଟର ମାମଲାର କେସ ରଫାଦଫା ପାଇଁ ଫାଣ୍ଡି ଅଧିକାରୀ ୫ହଜାର ଟଙ୍କା ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ମହେଶ୍ବର ସାଗର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ କଳାହାଣ୍ଡି ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ମହୁଲପାଟଣା ଫାଣ୍ଡି ଅଧିକାରୀ ମଳୟ ରଣା କେମିକାଲ ବୋଳା ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ। ଫାଣ୍ଡି ଅଧିକାରୀଙ୍କୁ ଅଧିକ ପଚାର ଉଚୁରା ପରେ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.