ETV Bharat / state

ନୁଆଖାଇ ମହକରେ ମହକିଲାଣି କଳାହାଣ୍ଡି

author img

By

Published : Aug 30, 2019, 9:28 PM IST

ଆସୁଛି ନୁଆଖାଇ । ଆଉ ମାତ୍ର 3 ଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଗାଁରୁ ସହର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଆସୁଛି ନୁଆଖାଇ । ଆଉ ମାତ୍ର 3 ଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଗାଁରୁ ସହର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳ ଚଞ୍ଚଲ କଳାହାଣ୍ଡି । କାରଣ ବାରମାସର ତେର ପରବରୁ ନୂଆଖାଇ ହେଉଛି ପଶ୍ଚିମ ଓଡିଶାର ସବୁଠାରୁ ବଡ ପର୍ବ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

ଗୋଟିଏ ଭାବ ଓ ମନର ପର୍ବ ନୂଆଖାଇ । ଏବେ ଚାରିଆଡେ ନୂଆଖାଇର ମହକ । ଅକ୍ଷୟ ତୃତୀୟାରୁ ଚାଷୀ ଅନୁକୂଳ କରେ ଚାଷ । ତାପରେ ରୂଆ ବେଉଷଣ । ଆଉ ଏବେ କ୍ଷେତରେ ଆସିଛି ପହିଲି ଫସଲ ସରିଆ ଧାନ । ପ୍ରଥମ ଫସଲକୁ ଦେଖି ବେଶ ଖୁସି ଚାଷୀ ।

ଆଉ ଦିନ କେଇଟା ପରେ ଦେବାଦେବୀଙ୍କ ପାଖରେ ଭୋଗ ଲାଗିବ ପହିଲି ଫସଲ । ସବୁ ବର୍ଷ ପରି ଏଥର ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି । ନୂଆଖାଇର ନଅଟି ରଙ୍ଗକୁ ରଙ୍ଗୀନ କରିବା ପାଇଁ ମସଗୁଲ୍‍ କଳାହାଣ୍ଡି । ଏନେଇ ନୂଆଲୁଗା,ନୂଆ ବାସନ ସହ ଅନ୍ୟାନ୍ନ ଘରକରଣା ପାଇଁ ବଜାର ବି ସରିଛି । କାରଣ ନୂଆଖାଇରେ ସବୁ ନୂଆ ସାମଗ୍ରୀ ବ୍ୟବହାର ହୋଇଥାଏ । ବ୍ୟବସାୟକୁ ନେଇ ବ୍ୟବସାୟୀ ଖୁସି ଥିବାବେଳେ ଘର ଲିପାପୋଛା ସହ ଅନ୍ୟାନ୍ନ ପ୍ରସ୍ତୁତି ବିଶେଷ ପର୍ଯାୟରେ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଆସୁଛି ନୁଆଁଖାଇ । ଆଉ ମାତ୍ର ୨ ଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗାଁରୁ ସହର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳ ଚଞ୍ଚଲ କଳାହାଠି । କାରଣ ବାରମାସର ତେର ପରବରୁ ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ସବୁଠାରୁ ବଡ ପର୍ବ । ଗୋଟିଏ ଭାବ ଓ ମନର ପର୍ବ ନୂଆଁଖାଇ । ସଂହତିର ପର୍ବ ନୂଆଁଖାଇ । ତେଣୁ ଏବେ ଚାରିଆଡେ ନୂଆଁଖାଇର ମହକ । \nଅକ୍ଷୟ ତୃତୀୟାରୁ ଚାଷୀ ଅନୁକୂଳ କରେ ଚାଷ । Body:ତା ପରେ ରୂଆ ବେଉଷଣ । ଆଉ ଏବେ କ୍ଷେତ ରେ ଆସିଛି ପହିଲି ଫସଲ ସରିଆ ଧାନ । ପ୍ରଥମ ଫସଲ କୁ ଦେଖି ବେଶ ଖୁସି ଚାଷୀ । ଆଉ ଦିନ କେଇଟା ପରେ ଦେବା ଦେବୀ ଙ୍କ ପାଖରେ ଭୋଗ ଲାଗିବ ପହିଲି ଫସଲ । ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଅନ୍ୟ ବର୍ଷ ପରି ଏଥରବି ଆରମ୍ଭ ହୋଇଛି ପ୍ରସ୍ତୁତି । ନୂଆଁ ଖାଇର ନଅ ଟି ରଂଗ କୁ ରଂଗୀନ କରିବା ପାଇଁ ମସଗୁଲ୍‍ କଳାହାଠିଆ । କାରଣ ନୁଆଁଖାଇ ପଶ୍ଚିମ ଓଡିଶାର ଏକ ଭିନ୍ନ ପରଂମ୍ପରା ଓ ସ୍ୱତନ୍ତ୍ର ପରିଚୟ । ଏନେଇ ନୂଆଁଲୁଗା,ନୂଆଁ ବାସନ ସହ ଅନ୍ୟାନ୍ନ ଘରକରଣା ପାଇଁ ବଜାର ବି ସରିଛି ।Conclusion: କାରଣ ନୂଆଁଖାଇ ରେ ସବୁ ନୂଆଁ ସାମଗ୍ରୀ ବ୍ୟବହାର ହୋଇଥାଏ ।ବ୍ୟବସାୟ କୁ ନେଇ ବ୍ୟବସାୟୀ ଖୁସ ଥିବା ବେଳେ ଘର ଲିପାପୋଛା ସହ ଅନ୍ୟାନ୍ନ ପ୍ରସ୍ତୁତି ବିଶେଷ ପର୍ଯାୟ ରେ ।\nବାଇଟ- ଶେଷଦେବ ମାଝୀ (ବ୍ୟବସାୟୀ) \n ବାଇଟ-ପୂର୍ଣ୍ଣଚନ୍ଦ୍ର ପୁଟେଲ (କର୍ଲାପଡା ବାସିନ୍ଦା)\nନୁଆଁଖାଇ ପାଇଁ ପଠିତ ମାନଙ୍କୁ ନେଇ ଲଗ୍ନ ନିର୍ଦ୍ଧାରଣ ସରି ଯାଇଛି । ଗାଁ ଗାଁ ରେ ବେହେରେନ୍‍ ବୁଲି ନୁଆଁଖାଇ ଲଗ୍ନ ସଂର୍ପକରେ ଲୋକଙ୍କୁ ଅବଗତ କରାଯାଇଛି । ଆସନ୍ତା ୩ ତାରିଖ ଭାଦ୍ରବ ମାସର ପଞ୍ଚମୀ ତିଥିରେ ପାଳିତ ହେବ ନୂଆଁଖାଇ । ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି । ପି ଟୁ ସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.