ETV Bharat / state

ରାଜ୍ୟର ଅପହଞ୍ଚ ଦୂରତା ସହ ଯୋଡ଼ି ହେବ ମୋବାଇଲ ସେବା - ରାଜ୍ୟର ଅପହଞ୍ଚ ଦୂରତାରେ ମୋବାଇଲ ସେବା

ରାଜ୍ୟରେ ସୁଦୃଢ଼ ହେବ ମୋବାଇଲ ନେଟୱାର୍କ ସେବା । ଅପହଞ୍ଚ ଅଞ୍ଚଳକୁ ମୋବାଇଲ ସେବା ସହ ଯୋଡ଼ାଯିବ । ଗତ ଗୁରୁବାର କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏନେଇ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

mobile networking will connects with inaccessible area in kalahandi
ରାଜ୍ୟର ଅପହଞ୍ଚ ଦୂରତା ସହ ଯୋଡ଼ି ହେବ ମୋବାଇଲ ସେବା
author img

By

Published : Jan 8, 2022, 3:35 PM IST

ଭବାନୀପାଟଣା: ରାଜ୍ୟରେ ସୁଦୃଢ଼ ହେବ ମୋବାଇଲ ନେଟୱାର୍କ ସେବା । ଅପହଞ୍ଚ ଅଞ୍ଚଳକୁ ମୋବାଇଲ ସେବା ସହ ଯୋଡ଼ାଯିବ । ଗତ ଗୁରୁବାର କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏନେଇ ଆଲୋଚନା କରିଛନ୍ତି ।

ରାଜ୍ୟର ଅପହଞ୍ଚ ଦୂରତା ସହ ଯୋଡ଼ି ହେବ ମୋବାଇଲ ସେବା

କଳାହାଣ୍ଡି ଜିଲ୍ଲାରେ ମୋବାଇଲ ନେଟୱାର୍କ ସେବାକୁ ନେଇ ଦୀର୍ଘ ଦିନ ହେଲା ଦାବି ହେଉଥିଲା । ଏନେଇ ଜିଲ୍ଲାର ଅପହଞ୍ଚ ଦୂରତାରେ ଥିବା ଜନସାଧାରଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି । ସେ କହିଛନ୍ତି ଓଡ଼ିଶାର 3933ଟି ଗାଁକୁ ମୋବାଇଲ ଟାୱାର ଯୋଗେ 4G ନେଟୱାର୍କ ମାଧ୍ୟମରେ ଯୋଡ଼ା ଯିବ ।

ସେହିପରି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ରାମପୁର ଭଳି ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ୫୧୬ଟି ନେଟୱାର୍କ ସ୍ଥାପନ ହେବ। ଗତ ଗୁରୁବାର ଭବାନୀପାଟଣାସ୍ଥିତ BSNL କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଜନସାଧାରଣ ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.