ETV Bharat / state

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - police

କଳାହାଣ୍ଡି ଜୟପାଟଣା ଥାନା ଅନ୍ତର୍ଗତ ଚିଲପଡା ଗାଁରେ ଅରୁଣ ରାଉତ ନାମକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jun 22, 2019, 1:54 PM IST

କଳାହାଣ୍ଡି: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପାଟଣା ଥାନା ଅନ୍ତର୍ଗତ ଚିଲପଡା ଗାଁରେ । ମୃତ ଯୁବକ ଜଣକ ଜୟପାଟଣା ଥାନା ଚିର୍କା ଗାଁର ଅରୁଣ ରାଉତ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ଶନିବାର ଜୟପାଟଣା ଥାନା ଚିର୍କା ଗାଁର ଅରୁଣ ରାଉତଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଲୋକମାନେ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:22.06.2019
Radhakanta Mohanty,Kendrapada(Breaking)
Slug-od_kpr_accident_script_7204459
Anchor-ମୃତ୍ୟୁ ଏମିତି ବି ଆସେ।ଆଜି ସକାଳୁ ଏକ ହୃଦୟ ବିଦାରକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନବଜାତ କନ୍ୟାଶିଶୁ ଓ ମା।୫ନଂ(କ)ଜାତୀୟ ରାଜପଥ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖମରପଡା ଛକ ନିକଟରେ ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଛନ୍ତି।ସୂଚନାନୁସାରେ ମାର୍ଶାଘାଇ ଥାନା ତେରଗାଁପାଟଣା ଗାଁର ମାମା ମଲ୍ଲିକଙ୍କୁ ପ୍ରସବ ପାଇଁ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଆଜି ସକାଳୁ ଏକ ଅଟୋ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରୁଥିବା ବେଳେ ଖମରପଡା ଛକ ନିକଟରେ ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ମାମା ଓ ତାଙ୍କ ନବଜନ୍ମିତ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା ବେଳେ ସ୍ୱାମୀ ମଦନ ମଲ୍ଲିକ ଓ ଆଶାଦିଦି ଉଭୟେ ଗୁରୁତର ହୋଇ ପଡିବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।Body:BreakingConclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.