ETV Bharat / state

କପାଚାଷୀଙ୍କୁ ମରଣାନ୍ତକ ଆକ୍ରମଣ; ପୁଅ ମୃତ, 6 ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ - lootera attacked on farmer in bhabanipatna

କଳାହାଣ୍ଡି ଜିଲ୍ଲାରେ ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ । ଜଣେ ଚାଷୀ କପା ବିକ୍ରି କରି 6 ଲକ୍ଷ ଟଙ୍କା ନେଇ ନିଜ ପୁଅ ସହ ଗାଁକୁ ଫେରିବା ବାଟରେ ଦୁର୍ବୃତ୍ତ କରିଛନ୍ତି ଆକ୍ରମଣ । ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ବାପା-ପୁଅଙ୍କୁ ଆକ୍ରମଣ କରି 6 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ବାପା-ପୁଅଙ୍କୁ ଆକ୍ରମଣ କରି 6 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
author img

By

Published : Jan 10, 2020, 9:27 AM IST

ଭବାନୀପାଟଣା: କଳାହାଣ୍ଡି ଜଙ୍ଗଲ ରାସ୍ତାରେ ଚାଷୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ । କପା ବିକ୍ରି ଟଙ୍କା ନେଇ ଗାଁକୁ ଫେରିବା ବାଟରେ ବାପା-ପୁଅ ଉପରେ ଆକ୍ରମଣ କରି 6 ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା । ଜୁନାଗଡ ଥାନା ବୋରଗୁଡା ନିକଟରେ ଲୁଟ ଅଭିଯୋଗ । ତେବେ ଏହି ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ବଳଭଦ୍ର ନାଏକ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଛନ୍ତି ।

କପାଚାଷୀଙ୍କୁ ମରଣାନ୍ତକ ଆକ୍ରମଣ

ସେପଟେ ଅଭିଯୋଗ ଅନୁସାରେ ତିନି ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଲୁହା ରଡରେ ବାପା-ପୁଅଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ଟଙ୍କା । ଘଟଣା ପରେ ଉଭୟଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବାପା କ୍ଷୀତି ନାଏକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଘଟଣାର ଖବର ପାଇ ପୋଲିସ ତଦନ୍ତ ପାଇଁ ଘଟଣାସ୍ଥଳକୁ ପହଞ୍ଚି ଦେଶୀ ବନ୍ଧୁକ ଜବତ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜଗଂଲ ରାସ୍ତା ରେ ଆକ୍ରମଣ କରି ଛଅ ଲକ୍ଷ ଟଙ୍କା ଲୁଟ ଘଟଣା ଚିକିତ୍ସା ଧୀନ ଅବସ୍ଥା ରେ ପୁଅ ବଳଭଦ୍ର ନାଏକ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ । ଜୁନାଗଡ ଥାନା ବୋରଗୁଡା ନିକଟରେ ଲୁଟ ଅଭିଯୋଗ । କପା ବିକ୍ରି ଟଙ୍କା ନେଇ ଗାଁ ଯାଉଥିବା ବେଳେ ବାପା ପୁଅ କୁ ଆକ୍ରମଣ । Body:ଘଟଣାସ୍ଥଳ ରୁ ଦେଶୀ ବନ୍ଧୁକ ପୋଲିସ ଦ୍ଵାରା ଜବତ । ବାପା କ୍ଷୀତି ନାଏକ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତିନି ଦୁର୍ବୁତ୍ତ ମୋଟର ସାଇକେଲ ରେ ଆସି ଲୁହା ରଡ ରେ ଆକ୍ରମଣ କରି ଲୁଟି ନେଇଛନ୍ତି ଟଙ୍କା ।Conclusion:ବାଇଟ-ଖିତ ନାଏକ (ଗୁରୁତର ଚାଷୀ )

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.