ETV Bharat / state

ପୁଣି କଳାହାଣ୍ଡିରେ ଚାଷୀ ଆତ୍ମହତ୍ୟା ଉଦ୍ୟମ - loan burden

କଳାହାଣ୍ଡିରେ ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ । ଜିଲ୍ଲାର କେସିଙ୍ଗା ବ୍ଲକ ବାହାଦୁର ପଦର ଗାଁର ଚାଷୀ ଡମ୍ବରୁ ପୋଢ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଡମ୍ବୁରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି
author img

By

Published : Aug 19, 2019, 12:33 PM IST

କଳାହାଣ୍ଡି: ଥମୁନି ଚାଷୀ ଆତ୍ମହତ୍ୟା । ବିଭିନ୍ନ ଋଣ ବୋଝ, ଫସଲ ହାନୀ ପାଇଁ ବାରମ୍ବାର ଚାଷୀ ଆତ୍ମହତ୍ୟା କରୁଥିବା ଘଟଣା ସାମନାକୁ ଆସୁଛି । ସେହିପରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାହାଦୁର ପଦର ଗାଁର ଚାଷୀ ଡମ୍ବରୁ ପୋଢ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଚାଷୀ ଡମ୍ବୁରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଜଳନିଧି ଯୋଜନା ଗଭୀର କୂଅ ଖନନ ପାଇଁ ମହାଜନ ଋଣ ଟଙ୍କା ସୁଝି ନ ପାରି ଆତ୍ମହତ୍ୟା ଉଦ୍ୟମର କାରଣ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

2015/16 ବର୍ଷ ଜଳନିଧି ଯୋଜନାରେ କାର୍ଯ୍ୟାଦେଶ ପାଇ କୂଅ ଖନନ କରିଥିଲେ ବି କୃଷି ବିଭାଗ ଅଦ୍ୟାବଧି ଟଙ୍କା ପଇଠ କରିନାହିଁ । ଫଳରେ ଗତ ତିନିବର୍ଷ ମଧ୍ୟରେ କରଜ ଟଙ୍କା ସୁଧ ସହ ଲକ୍ଷାଧିକ ଟଙ୍କା ସୁଝି ନ ପାରି କୀଟନାଶକ ପିଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏନେଇ ଡାକ୍ତରଖାନାକୁ ଯାଇ ପୀଡିତ ଚାଷୀଙ୍କ ପରିବାରଙ୍କୁ ଭେଟିଛନ୍ତି ବିରୋଧୀ ଦଳନେତା ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାହାଦୁର ପଦର ଗାଁ ର ଚାଷୀ ଡମ୍ବରୁ ପୋଢ ଗୁରୁତର । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲା କୁ ସ୍ଥାନାନ୍ତର । ଜଳନିଧି ଯୋଜନା ଗଭୀର କୁଅ ଖନନ ପାଇଁ ମହାଜନୀ ରୁଣ ଟଙ୍କା ସୁଝି ନପାରି ଆତ୍ମହତ୍ୟା ଉଦ୍ୟମ ର କାରଣ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । Body:2015/16 ବର୍ଷ ଜଳନିଧି ଯୋଜନା ରେ କାର୍ଯ୍ୟାଦେଶ ପାଇ କୁଅ ଖନନ କରିଥିଲେ ବି କୃଷି ବିଭାଗ ଅଦ୍ୟାବଧି ଟଙ୍କା ପଇଠ କରିନାହିଁ ଫଳରେ ଗତ ତିନିବର୍ଷ ମଧ୍ୟରେ କରଜ ଟଙ୍କା ସୁଧ ସହ ଲକ୍ଷାଧିକ ଟଙ୍କା ସୁଝି ନପାରି କୀଟ ନାଶକ ପିଇ ଆତ୍ମହତ୍ୟା ଉଦ୍ୟମ ର କାରଣ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । Conclusion:ଡାକ୍ତରଖାନା କୁ ଯାଇ ପୀଡିତ ଚାଷୀଙ୍କ ପରିବାର ଙ୍କୁ ଭେଟିଛନ୍ତି ବିରୋଧୀ ଦଲନେତା।
ବାଇଟ-ବାସୁଦେବ ପୋଡ଼(ପୀଡିତ ଚାଷୀଙ୍କ ବାପା)
ବାଇଟ-ପ୍ରଦୀପ୍ତ ନାଏକ(ବିରୋଧୀଦଲ ନେତା)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.