ETV Bharat / state

ବନବିଭାଗର ଚଢାଉ; ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ - forest departement

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ଦୁଆରସୁନି ଗାଁରେ ବନ ବିଭାଗ ପକ୍ଷରୁ ଚାଢ଼ାଉ କରାଯାଇ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
author img

By

Published : Apr 15, 2021, 1:57 PM IST

ଭବାନୀପାଟଣା: ବନବିଭାଗକୁ ସଫଳତା । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡି ଅଧିନସ୍ଥ ଦୁଆରସୁନି ଗାଁରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢାଉରେ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି ।

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ସୂଚନାଅନୁଯାୟୀ, ଦୁଆରସୁନି ଗାଁର କିଛି କାଠ ମାଫିଆ ବେଆଇନ କାଠ ଚାଲାଣ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହା ପରେ ଉତ୍ତର ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଦୁଆରସୁନି ଗାଁରେ ଚଢ଼ାଉ କରିଥିଲେ । ଚାଢ଼ାଉରେ ତିନିଲକ୍ଷରୁ ଭର୍ଦ୍ଧ୍ବ ଟଙ୍କାର ଶାଳ କାଠ ଜବତ କରିଛି ବନବିଭାଗ ।

ତେବେ ଘଟଣାସ୍ଥଳରୁ କାଠ ମାଫିଆ ମାନେ ଫେରାର ଅଛନ୍ତି । ଗାଁର ବିଭିନ୍ନ ସ୍ଥାନରୁ କାଠ ଓ କାଠ କାଟିବାରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.