ETV Bharat / state

‘କେସିଙ୍ଗା ବ୍ରିଜ ଓ ବାଇପାସ ରୋଡ ରହିବ ମୁଖ୍ୟ ନିର୍ବାଚନୀ ମୁଦ୍ଦା’

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର । ତୃଣମୂଳ ସ୍ତରରେ ଲୋକଙ୍କ ସହ ଚାଲିଛି ନେତାଙ୍କ ଭେଟଘାଟ । ଏନେଇ ଶୁଣନ୍ତୁ କଳାହାଣ୍ଡି ସଦର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ ନାୟକଙ୍କ ନିର୍ବାଚନୀ ରଣନୀତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Apr 6, 2019, 11:07 PM IST

କଳାହାଣ୍ଡି: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର । ତୃଣମୂଳ ସ୍ତରରେ ଲୋକଙ୍କ ସହ ଚାଲିଛି ନେତାଙ୍କ ଭେଟଘାଟ । ତେବେ କିପରି ଚାଲିଛି ନିର୍ବାଚନୀ ପ୍ରସ୍ତୁତି ଓ କ'ଣ ରହିଛି ନିର୍ବାଚନ ଲଢିବାର ମୁଖ୍ୟ ମୁଦ୍ଦା, ସେନେଇ ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ କଳାହାଣ୍ଡି ସଦର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ ନାୟକଙ୍କୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଜିଲ୍ଲାରେ ଥିବା କେତେକ ପ୍ରମୁଖ ସମସ୍ୟା ଯଥା ବାଇପାସ ରୋଡ ଓ କେସିଙ୍ଗା ବ୍ରିଜ ଆଦି ତାଙ୍କର ନିର୍ବାଚନୀ ମୁଦ୍ଦା ରହିବ ବୋଲି ସେ କହିଥିଲେ । ସେହିପରି ଜିଲ୍ଲାର ଅନ୍ୟତମ ସମସ୍ୟା ଯଥା ପାନୀୟ ଜଳ ଓ ପରିମଳ ସମସ୍ୟା ଆଦିର ମଧ୍ୟ ସେ ସମାଧାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ।

ପୂର୍ବରୁ ବିରୋଧୀ ଦଳରେ ଥିବା ସତ୍ତ୍ବେ ତାଙ୍କ ନିଷ୍ଠାପର କାମ ପାଇଁ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି । ତେଣୁ ଆଗାମୀ ନିର୍ବାଚନରେ ତାଙ୍କର କୌଣସି ପ୍ରତିଦ୍ବନ୍ଦୀ ନାହାଁନ୍ତି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Intro:Body:

svawyif9q

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.