ETV Bharat / state

କୋକୋସରାରେ କୋରୋନା ସଚେତନତା ସଭା - Karona Awareness Meeting at Kokosara kalahandi

କୋକସରା ବ୍ଲକରେ କୋରୋନା ସଚେତନତା ସଭା । କୋରୋନା ସଚେତନତା ପାଇଁ ଶପଥ ନେଲେ ଅଞ୍ଚଳବାସୀ ଓ ଜନପ୍ରତିନିଧି । ଅଧିକ ସୂଚନା ପାଇଁ ପଢନ୍ତୁ...

କୋକୋସରାରେ କୋରୋନା ସଚେତନତା ସଭା
କୋକୋସରାରେ କୋରୋନା ସଚେତନତା ସଭା
author img

By

Published : Mar 13, 2020, 6:11 PM IST

କଳାହାଣ୍ଡି: କୋରୋନା ସଚେତନତା ନେଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ‌ହୋଇଥିଲା । ଏଥିରେ କୋରୋନାକୁ ନେଇ ସଚେତନତା କରାଇବା ପାଇଁ ଶପଥ ନେଲେ ଅଞ୍ଚଳବାସୀ । ଏବେ ସବୁଆଡେ ଘାରିଛି କୋରୋନା ଭୟ । ଚୀନରେ ସଂକ୍ରମିତ ହୋଇଥିବା ଏହି ରୋଗ ଆଜି ୧୨୪ ଦେଶରେ ଏକ ମହାମାରୀର ରୁପ ନେଇ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ବେଳେ ଏହି ଭାଇରସରୁ ନିରାକରଣ ପାଇଁ ସଚେତନତା ହିଁ ଏକମାତ୍ର ବିକଳ୍ପ ।

କୋକୋସରାରେ କୋରୋନା ସଚେତନତା ସଭା

ଆମ ଦେଶ ରେ ମଧ୍ୟ ଏହି ଭାଇରସ ରେ ସଂକ୍ରମିତ ହୋଇ କିଛି ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ କିଛି ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ କୋରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏନେଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହରେ ମଧ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ‌ହୋଇଥିଲା।

ବ୍ଲକ ଅଧ୍ୟକ୍ଷା ଶବ୍ୟାରାଣୀ ବାଗ ବିଡ଼ିଓ ମନୀଷା ଦାସ, ସ୍ବାସ୍ଥ୍ୟ ପରାମର୍ଶଦାତା ଚିଦାନନ୍ଦ ପଣ୍ଡା ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ସାମ୍ବାଦିକ ଓ ଜନସାଧାରଣ ଉପସ୍ଥିତ ରହି ନିଜ ନିଜ ପଞ୍ଚୟତ ରେ ଜନ ସଚେତନତା କରିବାକୁ ସଚେତନତା ସଭା ରେ ଶପଥ ନେଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.