ETV Bharat / state

ଭିଜିଲାନ୍ସ ପଞ୍ଝାରେ କେସିଙ୍ଗା ରେଞ୍ଜର - VIGILANCE RAID

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି କେସିଙ୍ଗା ରେଞ୍ଜରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

VIGILANCE RAID
ଭିଜିଲାନ୍ସ ପଞ୍ଝାରେ କେସିଙ୍ଗା ରେଞ୍ଜର
author img

By

Published : Dec 10, 2019, 11:50 AM IST

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେରଙ୍କ ଘରେ ଭିଜିଲାନ୍ସ ରେଡ କରିଛି ।

ଭିଜିଲାନ୍ସ ପଞ୍ଝାରେ କେସିଙ୍ଗା ରେଞ୍ଜର

ବଲାଙ୍ଗୀର ତୁଳସୀନଗରରେ ଥିବା ତାଙ୍କ ବାସଭବନ ସମେତ କେସିଙ୍ଗା ଅଫିସ ଓ ସରକାରୀ ଘର ଉପରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଆକଳନ କରୁଛି ବିଭାଗ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଭିଜିଲାନ୍ସ ଜାଲରେ ରେଞ୍ଜର ଆୟର୍ବାହୀରବୁତ ସମ୍ପତି ଠୁଳ ଅଭିଯୋଗ ରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେର ଙ୍କ ଘରେ ଭିଜିଲାନ୍ସ ରେଡ଼ Body:ବଲାଙ୍ଗୀର ତୁଳସୀନଗର ରେ ଥିବା ତାଙ୍କ ନଜଘର ସମେତ କେସିଙ୍ଗା ଆଫିସ ଓ ସରକାରୀ ଘର ଏକ କାଳୀନ ଚଢ଼ାଉ।Conclusion:ବଲାଙ୍ଗୀର, ସମ୍ବଲପୁର , ବରଗଡ଼ ଓ ସୋନପୁର ଜିଲ୍ଲା ର ଡ଼ିଏସପି ଏହି ଚଢ଼ାଉ ରେ ସାମିଲ ହୋଇଛନ୍ତି।ରେଞ୍ଜରଙ୍କ ସ୍ଥାବର ଅସ୍ଥାବର ସମ୍ପତି ବେଙ୍କ ବେଲେନ୍ସ କୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.