ETV Bharat / state

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଦାବିପତ୍ର

author img

By

Published : Apr 11, 2022, 8:11 PM IST

ନୀଳଗିରି ସାମ୍ବାଦିକଙ୍କୁ ପୋଲିସ ଗୋଡରେ ବେଢ଼ି ପକାଇ ଡାକ୍ତରଖାନାରେ ରଖିବା ଓ ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ କଳାହାଣ୍ଡି ସାମ୍ୱାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ଭବାନୀପାଟଣା: ବାଲେଶ୍ଵର ଜିଲ୍ଲା ନୀଳଗିରି ସାମ୍ବାଦିକଙ୍କୁ ପୋଲିସ ଗୋଡରେ ବେଢ଼ି ପକାଇ ଡାକ୍ତରଖାନାରେ ରଖିବା ଓ ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ କଳାହାଣ୍ଡି ସାମ୍ୱାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ସାମ୍ୱାଦିକ ସଙ୍ଘ ସମୂହ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏବଂ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟରେ ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ କଳାହାଣ୍ଡି ସାମ୍ବାଦିକ ସଙ୍ଘ ସମୂହ ପକ୍ଷରୁ ଦାବି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.