ETV Bharat / state

କଳାହାଣ୍ଡିରେ ୪୦ ଡ୍ରିଗ୍ରୀ ତାପମାତ୍ରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ବିଜୁଳିକାଟ

author img

By

Published : Apr 12, 2022, 1:13 PM IST

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରବାହ । କଳାହାଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ଉପରରେ ରହୁଥିବା ବେଳେ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି ବିଜୁଳି କାଟ । ଅଧିକ ପଢନ୍ତୁ

କଳାହାଣ୍ଡିରେ ୪୦ ଡ୍ରିଗ୍ରୀ ତାପମାତ୍ରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ବିଜୁଳିକାଟ
କଳାହାଣ୍ଡିରେ ୪୦ ଡ୍ରିଗ୍ରୀ ତାପମାତ୍ରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ବିଜୁଳିକାଟ

ଭବାନୀପାଟଣା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରବାହ । ଡହ ଡହ ଖରାରେ ଭାଜି ହେଉଛି କଳାହାଣ୍ଡି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତ ବ୍ୟସ୍ତ ଜୀବନ ଯାତ୍ରା । ସୂର୍ଯ୍ୟଙ୍କ ପ୍ରଖର କିରଣରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କାହାର ସାହା ପାଲଟିଛି କଳା ଚଷମା ।

ଗତ କିଛି ଦିନ ହେଲା ଜିଲ୍ଲା ରେ ତାପମାତ୍ରା ୪୦ ଡିଗ୍ରୀ ଉପରରେ ରହୁଥିବାରୁ ଦିନ ୧୨ ଟା ପରେ ରାସ୍ତାଘାଟ ଶୁନ୍‍ଶାନ୍‍ ହୋଇ ଯାଉଛି । ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ଆଉ ଅନ୍ୟପଟେ ଘନଘନ ବିଜୁଳି କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ବିଜୁଳି କାଟକୁ ନେଇ ଲୋକେ ସବ ଷ୍ଟେସନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି କର୍ମଚାରୀ ଙ୍କୁ ଘେରାଉ ମଧ୍ୟ କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.