ETV Bharat / state

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍ ଜାରି

author img

By

Published : Jun 15, 2022, 8:01 AM IST

ଚାଷ ଜମିରୁ ମହିଳାଙ୍କ ମୃତଦେହ ଉଦ୍ଧାର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍ ଜାରି
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍ ଜାରି

ଭବାନୀପାଟଣା: ଚାଷ ଜମିରୁ ମହିଳାଙ୍କ ମୃତଦେହ ଉଦ୍ଧାର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ଗାଁ ମଢାବନ୍ଧ ନିକଟରେ ଥିବା ଚାଷ ଜମିରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ ।

ପରେ ମୃତ ମହିଳାଙ୍କ ପରିବାର ଓ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତ ମହିଳା ଜଣକ ସେହି ଗାଁର ଶିବ ଶଙ୍କର ପୁଞ୍ଜିଙ୍କ ସ୍ତ୍ରୀ କମଳା ପୁଞ୍ଜି ବୋଲି ଜଣାପଡିଛି। ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.