ETV Bharat / state

ଡାକ୍ତରଖାନା ଡମ୍ପିଂୟାର୍ଡରେ ନିଆଁ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ - ଡାକ୍ତରଖାନା ଡମ୍ପଂ ୟାର୍ଡରେ ନିଆଁ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟ ପରିସରରେ ଥିବା ଡମ୍ପିଂୟାର୍ଡରେ ନିଆଁ । ବର୍ଜ୍ୟବସ୍ତୁରେ ନିଆଁ ଲାଗିବାରୁ ହସ୍ପିଟାଲ ଅଞ୍ଚଳରେ ଦୁର୍ଗନ୍ଧ ଓ ଧୂଆଁରେ ପରିବେଶ ଅନ୍ଧକାରମୟ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଅଧିକ ପଢନ୍ତୁ...

ଡାକ୍ତରଖାନା ଡମ୍ପଂ ୟାର୍ଡରେ ନିଆଁ, ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ

author img

By

Published : May 10, 2021, 7:51 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟ ପରିସରରେ ଥିବା ଡମ୍ପିଂୟାର୍ଡରେ ନିଆଁ । ବର୍ଜ୍ୟବସ୍ତୁରେ ନିଆଁ ଲାଗିବାରୁ ହସ୍ପିଟାଲ ଅଞ୍ଚଳରେ ଦୁର୍ଗନ୍ଧ ଓ ଧୂଆଁରେ ପରିବେଶ ଅନ୍ଧକାରମୟ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଡାକ୍ତରଖାନା ଡମ୍ପଂ ୟାର୍ଡରେ ନିଆଁ, ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ

ଡାକ୍ତରଖାନାର ବର୍ଜ୍ୟବସ୍ତୁ ପରିଚାଳନାରେ ତୃଟି ଯୋଗୁଁ ଡମ୍ପିଂୟାର୍ଡରେ କୁଢକୁଢ ଆବର୍ଜନା ଜମା ହୋଇ ରହିଛି । ଏଥିରେ ନିଆଁ ଲାଗି ପରିବେଷ ଦୂଷିତ ହୋଇଛି । ଯାହାକୁ ନେଇ ହସ୍ପିଟାଲରେ ରହିଥିବା ରୋଗୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖବର ପାଇ ଡାକ୍ତରଖାନାରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଥିଲା ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.