ETV Bharat / state

ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜରାସ୍ତା ଅବରୋଧ - ମଣ୍ଡିରୁ ଉଠୁନି ଧାନ

ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଯୋଗୁଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜାତୀୟ ରାଜପଥ 26ରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ..

aa
ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜରାସ୍ତା ଅବରୋଧ
author img

By

Published : Feb 20, 2020, 1:38 PM IST

କଳାହାଣ୍ଡି: ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଯୋଗୁଁ ତାତିଲେ ଚାଷୀ । ଏନେଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଦେଇ ଯାଇଥିବା ଜାତୀୟ ରାଜପଥ 26 କୁ ଅବରୋଧ କରିଥିବା ଦେଖିବାକୁ ମିଳିଛି ।

ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜରାସ୍ତା ଅବରୋଧ

ଚାଷୀଙ୍କ କହିବାନୁଯାୟୀ କେତେବେଳେ ଟାର୍ଗେଟ ନାହିଁ ତ ପୁଣି କେବେ ଟୋକନ ଅନଲାଇନରେ ପଞ୍ଜିକରଣ ପରେ ବି ଆସୁନାହିଁ । ଆଉ ମିଳିଥିବା ଟୋକାନ ଟାର୍ଗେଟ ନଥିବାରୁ ଲ୍ୟାପ୍ସ ହୋଇଯାଉଛି । ଅନ୍ୟପଟେ ଯୋଗାଣ ବିଭାଗର ଦୋ ମୁହାଁ ନୀତି ଯୋଗୁଁ ଆଜି ଯାଏଁ ମଣ୍ଡିରେ ବିକ୍ରି ନହୋଇ ପଡି ରହିଛି ଚାଷୀଙ୍କ ଧାନ । ଏନେଇ ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟଯୋଶୀଙ୍କ ନେତୃତ୍ତ୍ବରେ ଶତାଧୀକ ଚାଷୀ ରାସ୍ତା ଅବରୋଧ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.