ETV Bharat / state

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ୍ ID, ମାଗୁଛନ୍ତି ଟଙ୍କା ! - ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ ID ଖୋଲି ଟଙ୍କା ମାଗୁଥିବା ଥିବା ଅଭିଯୋଗ

ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାବିନେଟ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ସାମାଜିକ ଗଣମାଧ୍ୟମ ଫେସବୁକରେ ଫେକ ଆଇଡି । ଏହି ଆଇଡି ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ। ଅଧିକ ପଢନ୍ତୁ...

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ୍ ID, ମାଗୁଛନ୍ତି ଟଙ୍କା !
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ ID ଖୋଲି ଟଙ୍କା ମାଗୁଥିବା ଥିବା ଅଭିଯୋଗ
author img

By

Published : Jun 11, 2021, 8:49 PM IST

Updated : Jun 11, 2021, 9:06 PM IST

ଭବାନୀପାଟଣା: ମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି (fake ID) ଖୋଲି ଟଙ୍କା ମାଗୁଥିବା ଥିବା ଅଭିଯୋଗ । ସାମାଜିକ ଗଣମାଧ୍ୟମରେ ଦିନକୁ ଦିନ ଏହାର ସ୍ବତନ୍ତ୍ରତା ହରାଇବାକୁ ବସିଛି । ଲୋକଙ୍କ ମନରେ ଏକ ନୂତନ ଭୟ ସୃଷ୍ଟି କରୁଛି । କେତେବେଳେ ଲୋକଙ୍କୁ ଫେକ ଆଇଡି ମାଧ୍ୟମରେ ଅର୍ଥ ଠକାମିର ଶିକାର ହେଉଛନ୍ତି ।

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ୍ ID, ମାଗୁଛନ୍ତି ଟଙ୍କା !
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ୍ ID, ମାଗୁଛନ୍ତି ଟଙ୍କା !
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ୍ ID, ମାଗୁଛନ୍ତି ଟଙ୍କା !
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ୍ ID, ମାଗୁଛନ୍ତି ଟଙ୍କା !

ଏହି ଭଳି ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ ଫେସବୁକ୍ ଆଇଡି ଖୋଲି ପଇସା ମାଗୁଥିବା ଅଭିଯୋଗ ହୋଇଛି । ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାବିନେଟ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ସାମାଜିକ ଗଣମାଧ୍ୟମ ଫେସବୁକରେ ଫେକ୍ ଆଇଡି । ଏହି ଆଇଡି ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି ।

ଏନେଇ ମନ୍ତ୍ରୀ ପକ୍ଷରୁ କଳାହାଣ୍ଡି ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏହା ପରେ ସମୃକ୍ତ ଆଇଡିକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ଏହି ଖବର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jun 11, 2021, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.