ETV Bharat / state

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Aug 31, 2020, 9:10 PM IST

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାକମ ଜଙ୍ଗଲ ନିକଟରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ଭବାନୀପାଟଣା: ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାକମ ଜଙ୍ଗଲ ନିକଟରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳ ରାମପୁର ରାସ୍ତାର ଜାକମ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ସଦର ପୋଲିସ ଉଦ୍ଧାର କରିଛି । ଅନ୍ୟ ଜଣେ ଯୁବକ ବିଜୟ ନାୟକ ବର୍ତ୍ତମାନ ଯାଏଁ ନିଖୋଜ ରହିଥିବା ପୋଲିସ ସୂଚନା ଦେଇଛି । ତେବେ ମୃତକଙ୍କ ସ୍କୁଟିକୁ ମଧ୍ୟ ଦୁର୍ବୁତ୍ତ ମାନେ ଜାଳି ଦେଇଥିବା ବେଳେ ମୃତକ ଜଣକ ସଦର ଥାନା ଅନ୍ତର୍ଗତ ନାଗଝୁରୀ ଗାଁ ର ମୋହନ ସୁନାନୀ ବୋଲି ଜଣାପଡିଛି । ଏନେଇ କଳାହାଣ୍ଡି ଏସପି ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.