ETV Bharat / state

ଦାଦନ ହେଲେ ବି ସଚେତନ, ମାନୁଛନ୍ତି ସମସ୍ତ କଟକଣା - ଦାଦାନ ହେଲେ ବି ସଚେତନ

ଦାଦନ ହେଲେ ବି ସଚେତନ, ମାନୁଛନ୍ତି କୋରୋନା କଟକଣା । ରକ୍ଷା କରୁଛନ୍ତି ସାମାଜିକ ଦୂରତା । ଅଧିକ ପଢନ୍ତୁ...

Dadan is aware about Corona rules regulations
ଦାଦାନ ହେଲେ ବି ସଚେତନ
author img

By

Published : Jun 2, 2020, 10:31 AM IST

ଭବାନୀପାଟଣା: ଦାଦନ ହେଲେ ବି ଅନ୍ୟମାନଙ୍କୁ କୋରୋନା ନେଇ କରୁଛନ୍ତି ସଚେତନ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର କିଛି ପ୍ରବାସୀ ଶ୍ରମିକ ସାମାଜିକ ମୂଲ୍ୟବୋଧକୁ ବୁଝିପାରି ଦେଉଛନ୍ତି ସଚେତନତାର ବାର୍ତ୍ତା । ଗୁଜୁରାଟରୁ ଫେରି ୭ ଦିନର କ୍ବାରେଣ୍ଟାଇନ ପରେ ଗାଁ ମୁଣ୍ତରେ ଥିବା ଏହି ନିଛାଟିଆ ଘରେ ସଙ୍ଗରୋଧରେ ରହୁଛନ୍ତି ୧୦ ଜଣ ପ୍ରବାସୀ ଶ୍ରମିକ ।

ଦାଦନ ହେଲେ ବି ସଚେତନ, ମାନୁଛନ୍ତି ସମସ୍ତ କଟକଣା

ସାମାଜିକ ଦୂରତ୍ବ ରଖି ଖାଇବା ଯୋଗାଉଛନ୍ତି ପରିବାର ଲୋକେ । ଏନେଇ ପ୍ରବାସୀଙ୍କ କହିବା କଥା ହେଲା ଗାଁ ଓ ପରିବାରର ସୁରକ୍ଷା ପାଇଁ ଏହି ୭ ଦିନିଆ ସଙ୍ଗରୋଧ କୋରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।

କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.