ETV Bharat / state

କଳାହାଣ୍ଡିରେ ଗର୍ଜିଲେ ବାମପନ୍ଥୀ - Cpim cpiml cpi protest

ଜଙ୍ଗଲ ଜମି ଆଇନ କାର୍ଯ୍ୟକାରୀ କରିବା ସହ ଶ୍ରମିକଙ୍କ ସର୍ବନିମ୍ନ ମଜୁରି 18ହଜାର ଦାବିରେ ବାମପନ୍ଥୀଙ୍କ ବିକ୍ଷୋଭ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 16, 2019, 8:07 PM IST

କଳାହାଣ୍ଡି: ଦେଶର ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା ବୃଦ୍ଧିର ସମାଧାନ, ଭୂମିହୀନ ଦଖଲ ଜମିର ପଟ୍ଟା ସହ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପଟ୍ଟା ଦେବା ସହ ମାସିକ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, କପା କୁଇଣ୍ଟାଲ ପିଛା ୭ହଜାର ଟଙ୍କା ଭଳି ୧୧ ଦଫା ଦାବି ନେଇ ସିପିଆଇ, ସିପିଆଇ(ଏମ) ଓ ସିପିଆଇ(ଏମଏଲ) ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ବାମପନ୍ଥୀ ଦଳ ଏନେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯାଳୟ ନିକଟରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ବାମପନ୍ଥୀ ଦଳର ଶତାଧିକ କର୍ମୀ ଯୋଗ ଦେଇଥିଲେ । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ବାମପନ୍ଥୀ ଦଳ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ।
କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ବାମପନ୍ଥୀ ଦଳ ୧୧ ଦଫା ଦାବି ନେଇ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। Body:ଏନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯାଳୟ ନିକଟରେ ପହଞ୍ଚି ଥିଲା। ଦେଶ ଓ ରାଜ୍ୟ ର ଆର୍ଥିକ ମାନ୍ଦା ଅବସ୍ଥା ,ଦୁର୍ଦଶା ଓ ବେକାରୀ ସମସ୍ୟା ବୃଦ୍ଧି ର ସମାଧାନ, ଭୂମି ହୀନ ଦଖଲ ଜମି ର ପଟ୍ଟା ସହ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପଟ୍ଟା ଦେବା ସହ ମାସିକ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା,କପା କୁଇଣ୍ଟାଲ ପିଛା ୭୦୦୦ ଟଙ୍କା ଭଳି ୧୧ ଦଫା ଦାବି ନେଇ ସିପିଆଇ, ସିପିଆଇ(ଏମ) ଓ ସିପିଆଇ(ଏମଏଲ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। Conclusion:ଏହି କାର୍ଯ୍ୟକ୍ରମ ରେ ବାମପନ୍ଥୀ ଦଳ ର ଶତାଧିକ କର୍ମୀ ଯୋଗ ଦେଇଥିଲେ। ପରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା।
ବାଇଟ-ଦାମଦର ବେହେରା ( ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସିପିଆଇ ପାର୍ଟି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.