ETV Bharat / state

କଳାହାଣ୍ଡିରେ କେରୋନା କାୟା

କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଥିବାବେଳେ କଳାହାଣ୍ଡି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହା ପ୍ରଶାସନର ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

author img

By

Published : Nov 1, 2020, 9:35 AM IST

କଳାହାଣ୍ଡିରେ କେରୋନା କାୟା
କଳାହାଣ୍ଡିରେ କେରୋନା କାୟା

ଭବାନୀପାଟଣା: ଦେଶରେ କୋରୋନା ବିସ୍ତାର ହେବା ଦିନଠୁ କେରୋନା ଆକ୍ରାନ୍ତଅଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଏ କିଛି ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ସମାନ୍ୟ କମିଥିବାବେଳେ କଳାହାଣ୍ଡି ଜିଲ୍ଲାରେ ବଢିବାରେ ଲାଗିଛି ।

କଳାହାଣ୍ଡିରେ କେରୋନା କାୟା

କଳାହାଣ୍ଡିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସ୍ଥାନାୟ ସଂକ୍ରମଣ ଚିନ୍ତା ବଢାଇଛି । ଶନିବାରେ ଜିଲ୍ଲାରେ ପୁଣି 39ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମୁଦାୟ ପାଞ୍ଚ ହଜାରରୁ ଅଧିକ ବ୍ୟକ୍ତ କୋରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଛି । ଯାହା ଚିନ୍ତାର କାରଣ ବୋଲି କହିଛନ୍ତି ବୁଦ୍ଧିଜୀବି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ 3ହଜାର 146ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ମୋଟ ଦୁଇ ହଜାର 110ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ଏପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥୁବା ବେଳେ ସ୍ଥାନୀୟ ସଂକ୍ରମଣ ପ୍ରଶାସନର ଚିନ୍ତା ବଢାଇଛି । ଦିନକୁ ଦିନ ଆକାନ୍ରାଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି । କୋରୋନା ପାଇଁ ସାଧାରଣ ଲୋକେ ଆତଙ୍କିତ ଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.