ETV Bharat / state

ଅଗ୍ନିବୀର ଯୋଜନାକୁ ବିରୋଧ, କଳାହାଣ୍ଡିରେ କଂଗ୍ରେସର ସତ୍ୟାଗ୍ରହ - ଅଗ୍ନିବୀର ଯୋଜନାକୁ କଂଗ୍ରେସର ବିରୋଧ

ଅଗ୍ନିବୀର ଯୋଜନାକୁ ବିରୋଧ କରି ଗର୍ଜିଲା କଂଗ୍ରେସ । ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଅଗ୍ନିବୀର ଯୋଜନାକୁ ନେଇ କଂଗ୍ରେସର ସତ୍ୟାଗ୍ରହ
ଅଗ୍ନିବୀର ଯୋଜନାକୁ ନେଇ କଂଗ୍ରେସର ସତ୍ୟାଗ୍ରହ
author img

By

Published : Jun 27, 2022, 5:17 PM IST

ଭବାନୀପାଟଣା: ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିବୀର ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ରାଜନୈତିକ ଦଳ ମାନଙ୍କ ଠାରୁ ଆରମ୍ଭ କରି ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ ଦେଖିବାକୁ ମିଳୁଛି । ତେବେ ଏହାକୁ ବିରୋଧ କରିଛି କଳାହାଣ୍ଡି କଂଗ୍ରେସ । ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।

ଅଗ୍ନିବୀର ଯୋଜନାକୁ ନେଇ କଂଗ୍ରେସର ସତ୍ୟାଗ୍ରହ
ଜିଲ୍ଲା କଂଗ୍ରେସ ଯୁବ ନେତା ସାଗର ଚରଣ ଦାସଙ୍କ ନେତୃତ୍ୱରେ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମାନଙ୍କରେ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ଯଥାଶୀଘ୍ର କେନ୍ଦ୍ର ସରକାର ଅଗ୍ନିବୀର ଯୋଜନାକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ସାଗର ଚରଣ ଦାସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.