ETV Bharat / state

ବଦଦିନ ପାଇଁ ଉତ୍ସବ ମୁଖର ଭବାନୀପାଟଣା - ଧରାବତରଣ କରିଛନ୍ତି ପ୍ରଭୂ ଯୀଶୁଖ୍ରୀଷ୍ଟ

ଧରାବତରଣ କରିଛନ୍ତି ପ୍ରଭୂ ଯୀଶୁଖ୍ରୀଷ୍ଟ। ପ୍ରତିବର୍ଷ ଆଜିର ଦିନକୁ ବଡଦିନ ଭାବେ ପାଳନ କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଭବାଣୀପଟଣା ପିଟର୍ କ୍ୟାଥଲିକ୍ ଚର୍ଚ୍ଚରେ ବେଶ୍ ଧୂମଧାମରେ ପାଳିତ ହେଉଛି ବଡଦିନ।

christmash celebrated in bhabanipatana
ବଦଦିନ ପାଇଁ ଉତ୍ସବ ମୁଖର ଭବାନୀପାଟଣା
author img

By

Published : Dec 25, 2019, 9:03 PM IST

କଳାହାଣ୍ଡି: ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ପ୍ରତିବର୍ଷ ଆଜିର ଦିନକୁ ବଡଦିନ ଭାବରେ ଖ୍ରୀଷ୍ଟଧର୍ମୀ ଲୋକ ପାଳନ କରନ୍ତି । ଭବାଣୀପଟଣାସ୍ଥିତ ପିଟର୍ କ୍ୟାଥଲିକ୍ ଚର୍ଚ୍ଚରେ ବେଶ୍ ଧୂମଧାମରେ ପାଳିତ ହେଉଛି ବଡଦିନ।

ବଦଦିନ ପାଇଁ ଉତ୍ସବ ମୁଖର ଭବାନୀପାଟଣା

ଆଲୋକମାଳାରେ ସୁ-ସଜ୍ଜିତ ଚର୍ଚ୍ଚ। କେଡୋଲ ସଙ୍ଗୀତ ଗାନ କରିବା ସହ ଯୀଶୁଙ୍କ ଆରାଧନା କରାଯାଇଥିଲା। ବୁଧବାର ସକାଳୁ ଖ୍ରୀଷ୍ଟୟାନ ସମ୍ପ୍ରଦାୟର ଲୋକେ ଚର୍ଚ୍ଚ ପହଞ୍ଚି ପ୍ରଭୁ ଯୀଶୁଙ୍କ ପାଖରେ ପରିବାରର ସୁଖ ସମୃଦ୍ଧି କାମନା କରିଥିଲେ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

Intro:ବଦଦିନ ପାଇଁ ଉତ୍ସବ ମୁଖର ଭବାନୀପାଟଣା ସହର
ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖକୁ 'ଖ୍ରୀଷ୍ଟମାସ ଡେ' ବା ବଡଦିନ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ ଯୀଶୁ ମନୁଷ୍ୟ ଦେହ ଧାରଣ କରି ମଦର ମେରିଙ୍କ ଗର୍ଭରୁ ଜନ୍ମ ଜନ୍ମଗ୍ରହଣ କରିଥିଲେ । ଖ୍ରୀଷ୍ଟ ଧର୍ମର ଏହା ସବୁଠାରୁ ବଡ ପର୍ବ । Body:ଏହି ଦିବସକୁ ଆଜି ସାରା ବିଶ୍ବର ଲୋକେ ମିଳିମିଶି ଅତି ଧୁମଧାମର ସହ ପାଳନ କରୁଛନ୍ତି।ଭବାନୀପାଟଣା ପିଟର କେଥଳିକ ଚର୍ଚ୍ଚରେ ବେଶ ଧୁମଧାମରେ ରେ ପାଳିତ ହୋଇଛି ବଡ଼ଦିନ ।ଆଲୋକମାଳାରେ ସୁସଜିତ ହୋଇଛି ବିଭିନ୍ନ ଚର୍ଚ୍ଚ ।କେଡୋଲ ସଙ୍ଗୀତ ଗାନ କରିବା ସହ ଯୀଶୁଙ୍କ ଆରାଧନା ରେ ବିମୋହୀତ ଥିଲେ ଖ୍ରୀଷ୍ଟ ଧର୍ମରଲମ୍ବି।Conclusion:ଆଜି ସକାଳୁ କ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଚର୍ଚ୍ଚ ରେ ପହଞ୍ଚି ପ୍ରଭୁ ଯୀଶୁ ଙ୍କ ପାଖରେ ନିଜ ପରିବାର ର ସୁଖ ସମୃଦ୍ଧି କାମନା କରିବା ଜଗତ ର ମଙ୍ଗଳ କାମନା କରିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.