ETV Bharat / state

ମମିତା ମର୍ଡ଼ର ମାମଲା, ଆମପାଣି ଥାନା ଘେରିଲା ବିଜେପି - ଆମପାଣି ଥାନା ଘେରାଉ

ମମିତା ମେହେର ହତ୍ୟା ଘଟଣା ସିବିଆଇକୁ ହସ୍ତାନ୍ତର ଦାବିରେ ଆମପାଣି ଥାନା ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ମମିତା ମେହେର ମଡ଼ର ମିଷ୍ଟ୍ରି: ବିଜେପିର ଆମପାଣି ଥାନା ଘେରାଉ

author img

By

Published : Oct 30, 2021, 4:46 PM IST

ଭବାନୀପାଟଣା: ମମିତା ମେହେର ମର୍ଡ଼ରକୁ ନେଇ ଏବେ ସାରା ରାଜ୍ୟରେ ରାଜନୈତିକ ବୟାନବାଜି ଜୋର ଧରିଛି । ଘଟଣାରେ ମନ୍ତ୍ରୀଙ୍କ ଲିଙ୍କ ଥିବା ନେଇ ବିରୋଧୀ ସରକାରକୁ ଘେରିବା ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ସବୁଠି ପ୍ରତିବାଦର ନିଆଁ ଦେଖିବାକୁ ମିଳୁଛି ।

ମମିତା ମେହେର ମଡ଼ର ମିଷ୍ଟ୍ରି: ବିଜେପିର ଆମପାଣି ଥାନା ଘେରାଉ

ଏନେଇ ଆଜି(ଶନିବାର) କଳାହାଣ୍ଡି ଜିଲ୍ଲା ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏଥିସହିତ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ସିବିଆଇକୁ ହସ୍ତାନ୍ତର ଦାବିରେ ଆମପାଣି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛି । ଯଥାଶୀଘ୍ର ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିରୋଧୀ ବିଜେପି ଚେତାବନୀ ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.