ETV Bharat / state

ବିଜେଡିର କ୍ଲିନ ସୁଇପ, ଜନମତକୁ ସ୍ବୀକାର କଲେ ବିରୋଧୀ

କଳାହାଣ୍ଡି ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ । ବିରୋଧୀ ଦଳର ଅନେକ ବିରୋଧ ପରେ ମଧ୍ୟ ବିଜେଡି ପରିଷଦ ଗଠନ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 2, 2022, 2:04 PM IST

ବିଜେଡିର କ୍ଲିନ ସୁଇପ, ଜନମତ କୁ ସ୍ବୀକାର କଲେ ବିରୋଧୀ

ଭବାନୀପାଟଣା: ସରିଯାଇଛି ଭୋଟ ଗଣତି ପ୍ରକ୍ରିୟା ଆସିଛି ଫଳାଫଳ । ଭୋଟର ନିର୍ଦ୍ଧାରଣ କରିଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ। ତେବେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ବିଜେଡି ୧୧ ଟି ଜୋନ ଦଖଲ କରିଥିବା ବେଳେ ବିଜେପି ୨ ଟି ଜୋନକୁ ଦଖଲ କରି ଧରାଶାୟୀ ହୋଇଛି। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଜିଲ୍ଲାର ୧୨ ଟି ଜୋନକୁ ଦଖଲ କରିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ଦଖଲ କରିବାରେ ସଫଳ ହୋଇଥିଲା।

ତେବେ ତୃତୀୟ ପର୍ଯ୍ୟାୟରେ ବିଜେଡି ସମ୍ପୂର୍ଣ୍ଣ କ୍ଲିନସୁଇପ କରି ଜିଲ୍ଲାର ୧୦ ଟି ଜୋନରେ ବିଜୟ ହୋଇ ପରିଷଦ ଗଠନ କରିବାରେ ସଫଳ ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ୩୩ ଗୋଟି ଜୋନ ଦାଖଲ କରି ପରିଷଦ ଗଠନ କରିବାରେ ସଫଳ ହୋଇଥିଲା ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟରଙ୍କ ଆସ୍ଥା ଭାଜନ ହେବାରେ ସଫଳ ହୋଇଛି । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିରୋଧୀ ବିଜେଡିକୁ ଘେରିଥିଲେ ମଧ୍ୟ ଜିଲ୍ଲାରେ ବିଜେଡି କ୍ଲିନସୁଇପ କରିବାରେ ସଫଳ ହୋଇଛି। ସେପଟେ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ନେତା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.