ETV Bharat / state

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅଭିଯୋଗ - କଳାହାଣ୍ଡି ଖବର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସୁକୁନି ମୁଣ୍ଡା ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଡ଼ ଭାଇ ଓ ପୁତୁରାର ଆକ୍ରମଣରେ ଗରିବ ନାଏକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅଭିଯୋଗ
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅଭିଯୋଗ
author img

By

Published : May 12, 2020, 5:13 PM IST

Updated : May 12, 2020, 6:04 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସୁକୁନି ମୁଣ୍ଡା ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଡ଼ ଭାଇ ଓ ପୁତୁରାର ଆକ୍ରମଣରେ ଗରିବ ନାଏକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅଭିଯୋଗ

ଗରିବ ନାଏକ ସୁକୁନି ମୁଣ୍ଡା ଗାଁର ହାବିଲଦାର ଭାବେ କାମ କରିଆସୁଥିବା ବେଳେ ଅଭିଯୁକ୍ତ ବଡ ଭାଇ ରାମଚନ୍ଦ୍ର ଓ ପୁତୁରା ପ୍ରଶାନ୍ତ ନାଏକ ଦାଦନ ଦଲାଲ ଭାବେ କାମ କରିଆସୁଥିଲେ । ଏହାକୁ ନେଇ ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା।ଏହାକୁ କେନ୍ଦ୍ର କରି ଗରିବ ନାଏକ ଙ୍କୁ ହତ୍ୟା କରାଯାଇଛି ବୋଲି ସେ ତାଙ୍କର ମୃତ୍ୟକାଳୀନ ଜମାନ ବନ୍ଦୀରେ ଦର୍ଶାଇ ଥିବା ପୋଲିସ ସୂଚନା ଦେଇଛି ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅଭିଯୋଗ
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅଭିଯୋଗ

ବିଳମ୍ବିତ ରାତିରେ ଗରିବ ନିଜ ଗାଁରୁ ବାଇକ ଯୋଗେ ଥାନାକୁ ଆସୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ତାର ବାନ୍ଧି ଜଗି ରହିଥିଲେ ଦୁଇ ଅଭିଯୁକ୍ତ । ତାରରେ ଛନ୍ଦି ହୋଇ ଗରିବ ଛିଟିକି ପଡିବା ପରେ ଦୁଇ ଅଭିଯୁକ୍ତ ତାଙ୍କୁ ଲୁହାରଡ଼ରେ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୋଳାମୁଣ୍ଡା ପୋଲିସ ଘଟଣାକୁ ନେଇ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : May 12, 2020, 6:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.