ETV Bharat / state

ହାତୀନଦୀରେ ନୌକା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୫ ଶ୍ରମିକ - A boat accident on the River

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଟେମେରା ଗାଁ ନିକଟରେ ହାତୀନଦୀରେ ଏକବର୍ଷ ହେଲା ବିଜୁସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଶନିବାର ମଧ୍ୟ କାମ ସାରି ବ୍ରିଜ୍ ନିର୍ମାଣ କାମରେ କାର୍ଯ୍ୟରତ ଓ୍ବେଲଡିଂଗ ଅପରେଟର୍ ଧନୀରାମ ନିଜ ଚାରି ସହଯୋଗୀଙ୍କ ସହିତ ଫେରୁଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଅଧିକ ପଢନ୍ତୁ..

A boat accident on the  River
ହାତୀନଦୀରେ ନୌକା ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ୫ ଶ୍ରମିକ
author img

By

Published : Sep 12, 2020, 10:43 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଟେମେରା ଗାଁ ନିକଟରେ ହାତୀନଦୀରେ ଏକବର୍ଷ ହେଲା ବିଜୁସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ହାତୀନଦୀରେ ନୌକା ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ୫ ଶ୍ରମିକ
ଶନିବାର ମଧ୍ୟ କାମ ସାରି ବ୍ରିଜ୍ ନିର୍ମାଣ କାମରେ କାର୍ଯରତ ଓ୍ବେଲଡିଂଗ ଅପରେଟର୍ ଧନୀରାମ ନିଜ ଚାରି ସହଯୋଗୀଙ୍କ ସହିତ ଦେଶୀ ଡ଼ଙ୍ଗାରେ ଓ୍ବେଲଡିଂଗ ମେସିନ ଓ ଚାରୋଟି ସାଇକେଲ ନେଇ ଫେରୁଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଏ ଖବର ଶୁଣିଲା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିଲେ । ହେଲେ ଘଟଣା ପରେ ନୌକା ଯାତ୍ରାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.