ETV Bharat / state

ମାଡୁଛି କୋରୋନା, ଭବାନୀପାଟଣାର 3 ୱାର୍ଡ କଣ୍ଟେନମେଣ୍ଟ ଜୋନ - କୋରୋନା ପଜିଟିଭ

ଭବାନୀପାଟଣା ସହରରୁ ପୁଣି 3 କୋରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି ।

3 wards of Bhawanipatna in the contenment zone
ଚିନ୍ତା ବଢାଇଲା କୋରୋନା, କଣ୍ଟେନମେଣ୍ଟ ଜୋନରେ ଭବାନୀପାଟଣାର 3ଟି ୱାର୍ଡ
author img

By

Published : Jul 23, 2020, 10:13 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ସହରରୁ ପୁଣି 3 କୋରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି ।

ଚିନ୍ତା ବଢାଇଲା କୋରୋନା, କଣ୍ଟେନମେଣ୍ଟ ଜୋନରେ ଭବାନୀପାଟଣାର 3ଟି ୱାର୍ଡ

ଜୁଲାଇ ୨୨ ତାରିଖ ଦିନ ସହରର ୧୪, ୧୫ ଓ ୪ ନମ୍ବର ୱାର୍ଡରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଏବଂ ୧୪, ୧୫ ଓ ୪ ନମ୍ବର ୱାର୍ଡର ୩ କିମି ପରିଧିରେ ଥିବା ଅଞ୍ଚଳକୁ ୨୪ ତାରିଖ ମଧ୍ୟ ରାତି ଯାଏଁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରହିଛି ।

3 wards of Bhawanipatna in the contenment zone
ଚିନ୍ତା ବଢାଇଲା କୋରୋନା, କଣ୍ଟେନମେଣ୍ଟ ଜୋନରେ ଭବାନୀପାଟଣାର 3ଟି ୱାର୍ଡ
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୦୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ୨୬ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.