ETV Bharat / state

ଗୋଷ୍ଠୀ ସଂଘର୍ଷ ଘଟଣା: ବନ୍ଧା ହେଲେ 3 ଅଭିଯୁକ୍ତ - ଗୋଷ୍ଠୀ ସଂଘର୍ଷ

ଲାଞ୍ଜି ଗାଁରେ ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା । ବନ୍ଧା ହେଲେ 3 ଅଭିଯୁକ୍ତ । ଅଧିକ ପଢନ୍ତୁ...

ଲାଞ୍ଜି ଗାଁ ଗୋଷ୍ଠୀ ସଂଘର୍ଷ ଘଟଣା:  ବନ୍ଧା ହେଲେ 3 ଅଭିଯୁକ୍ତ

author img

By

Published : Jul 13, 2021, 10:28 AM IST

ଭବାନୀପାଟନାଣା : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଲାଞ୍ଜି ଗାଁରେ ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଲାଞ୍ଜି ଗାଁ ଗୋଷ୍ଠୀ ସଂଘର୍ଷ ଘଟଣା: ବନ୍ଧା ହେଲେ 3 ଅଭିଯୁକ୍ତ

ମିଳିଥିବା ସୂଚନା ଅନୁସାରେ ଲାଞ୍ଜି ଗାଁର ଶେଷଦେବ ସାହୁ ଓ ପୂର୍ଣଚନ୍ଦ୍ର ସାହୁ ଙ୍କ ପରିବାର ମଧ୍ୟରେ ଜମି ବିବାଦ କୁ ନେଇ ସଂଘର୍ଷ ଘଟିଥିଲା।ଘଟଣାରେ ଉଭୟ ପକ୍ଷର ପ୍ରାୟ ୫ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶେଷଦେବ ସାହୁଙ୍କ ସ୍ତ୍ରୀ ଲିପ୍ସା ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପୂର୍ଣଚନ୍ଦ୍ର ସାହୁ ପାଞ୍ଚାଲି ସାହୁ ଓ ବିଷ୍ଣୁ ସାହୁ ଙ୍କୁ ଲିପ୍ସା ହତ୍ୟା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି।

କଳାହାଣ୍ଡିରୁ ଅଜିତ କୁମାପର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.