ETV Bharat / state

ଚାଷ ଜମିରେ ପଶି ଉତ୍ପାତ ମଚାଇଲେ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ - କଳାହାଣ୍ଡି ଚାଷ ଜମିରେ ପଶି ଉତ୍ପାତ ମଚାଇଲେ ହାତୀପଲ

କଳାହାଣ୍ଡିରେ ହତୀ ଉପଦ୍ରବ । ନର୍ଲା ବ୍ଲକର କୁରମେଲ ପଞ୍ଚାୟତରେ 10 ଟିକିଆ ହାତୀପଲ ଚାଷ ଜମିରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରିଛନ୍ତି । ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଚାଷ ଜମିରେ ପଶି ଉତ୍ପାତ ମଚାଇଲେ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ

author img

By

Published : Sep 13, 2020, 5:24 PM IST

ଭବାନୀପାଟଣା: ହାତୀ ଉତ୍ପାତ। କଳାହାଣ୍ଡି ଜିଲ୍ଲାରେ ହାତୀ ପଲ ବ୍ୟାପକ ପରିମାଣରେ ଚାଷ ନଷ୍ଟ କରିଛନ୍ତି । ଏହାକୁ ଦେଖି ଚାଷୀ ସରକାରଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କୁରମେଲ ପଞ୍ଚାୟତ ଅନ୍ତର୍ଗତ ଚପଟଖଣ୍ଡା ଗାଁରେ ରାତିରେ ୧୦ରୁ ଊର୍ଦ୍ଧ୍ବ ବଣୁଆ ହାତୀ ପଲ ଆସି ପ୍ରାୟ ୨୦ ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ପଶି ନଷ୍ଟ କରିଛନ୍ତି । ଚାଷୀ ଅମଳ କରିଥିବା ଧାନ, କପା ଓ ଡାଲି ଚାଷକୁ ଦଳି ଚକଟି ନଷ୍ଟ କରିଥିବା ଚାଷୀ କହିଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ସହ ପ୍ରଶାସନ ଏହାର ତଦନ୍ତ କରି ଉପଯୁକ୍ତ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।

ଚାଷ ଜମିରେ ପଶି ଉତ୍ପାତ ମଚାଇଲେ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ

ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏହାସହ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବା ପାଇଁ ବନଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.