ETV Bharat / state

ଝାରସୁଗୁଡାରେ 5'ଟି' ସଚିବ ଭି. କେ. ପାଣ୍ଡିଆନ - 5'ଟି' ସଚିବ ଭି. କେ. ପାଣ୍ଡିଆନ

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ 5'ଟି' ସଚିବ ଭି କେ ପାଣ୍ଡିଆନ । ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ପୁନମ ତାପସ ଗୁହା ମଧ୍ୟ ଉପସ୍ଥିତ ଅଛନ୍ତି ।

VK pandian in jharsuguda district hospital
ଝାରସୁଗୁଡାରେ 5'ଟି' ସଚିବ ଭି. କେ. ପାଣ୍ଡିଆନ
author img

By

Published : Jan 7, 2020, 12:40 PM IST

ଝାରସୁଗୁଡା: ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ 5'ଟି' ସଚିବ ଭି କେ ପାଣ୍ଡିଆନ । ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ପୁନମ ତାପସ ଗୁହା ମଧ୍ୟ ଉପସ୍ଥିତ ଅଛନ୍ତି ।

ପ୍ରକାଶ ଯେ, ରାଜ୍ୟର ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଥାନା, ଡାକ୍ତରଖାନା ଓ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ରହିଛି । ମାତ୍ର ଲୋକଙ୍କ ଟ୍ୟାକ୍ସରେ ହିଁ ସରକାରୀ ବାବୁମାନେ ଚାକିରି କରୁଛନ୍ତି । ତେଣୁ ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ କରିବା ତଥା ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ମୋ ସରକାର' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କ୍ରମରେ 5'ଟି' ସଚିବ ଭି କେ ପାଣ୍ଡିଆନ ଓ ତାଙ୍କ ଟିମ୍‌ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.