ETV Bharat / state

ଝାରସୁଗୁଡାରେ ଆଉ 2 ପଜିଟିଭ, ବର୍ଷକର ଶିଶୁକନ୍ୟାକୁ କୋରୋନା - jharsuguda corona

ଝାରସୁଗୁଡା ଜିଲ୍ଲାରେ ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ ନେଇ ଜିଲ୍ଲାପାଳଙ୍କ ସୂଚନା । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁକନ୍ୟା ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଝାଡସୁଗୁଡାରେ ଆଉ 2 ପଜିଟିଭ, ବର୍ଷକର ଶିଶୁକନ୍ୟାକୁ କୋରୋନା

author img

By

Published : May 23, 2020, 9:05 AM IST

Updated : May 23, 2020, 9:56 AM IST

ଝାରସୁଗୁଡା: ଜିଲ୍ଲାରେ ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ। ଜଣେ ବର୍ଷକର ଶିଶୁ କନ୍ୟା ହୋଇଥିବା ବେଳେ ଅନ୍ୟ ଜଣେ 40 ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ଝାରସୁଗୁଡା ମଙ୍ଗଳ ବଜାର ଅଞ୍ଚଳରେ ଶୁକ୍ରବାର ଜଣେ 5 ବର୍ଷର ଶିଶୁର କୋଭିଡ 19 ରିପୋର୍ଟ ପଜିଟିଭ ଆସିଥିଲା। ପୁଣି ସେହି ପରିବାରର ଅନ୍ୟ ଜଣେ ବର୍ଷକର ଶିଶୁକନ୍ୟା କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଝାଡସୁଗୁଡାରେ ଆଉ 2 ପଜିଟିଭ, ବର୍ଷକର ଶିଶୁକନ୍ୟାକୁ କୋରୋନା
ଝାଡସୁଗୁଡାରେ ଆଉ 2 ପଜିଟିଭ, ବର୍ଷକର ଶିଶୁକନ୍ୟାକୁ କୋରୋନା

ଅନ୍ୟପକ୍ଷେ କୋରୋନାରେ ଆକ୍ରାନ୍ତ 41 ବର୍ଷୀୟ ବ୍ୟକ୍ତି ବ୍ରଜରାଜନଗର ଅଞ୍ଚଳର ହିଲଟପ କଲୋନିର ହୋଇଥିବା ବେଳେ ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲ୍ଲାପାଳ ସରୋଜ ସାମଲ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ବ୍ରଜରାଜନଗରର ହିଲଟପ ଅଞ୍ଚଳ ଓ ମଙ୍ଗଳ ବଜାରର କିଛି ସିମୀତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିଛି । ସମସ୍ତ ଚିହ୍ନଟ ପଜିଟିଭ କ୍ବାରେଣ୍ଟାଇନରେ ଥିଲେ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : May 23, 2020, 9:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.