ETV Bharat / state

ଜଳିଗଲା 3 ଦୋକାନ, କାରଣ ଅସ୍ପଷ୍ଟ - ଝାରସୁଗୁଡ଼ାରେ ନିଆଁଲାଗି ଜଳିଗଲା 3ଟି ଦୋକାନ

ଝାରସୁଗୁଡ଼ାରେ ନିଆଁ ଲାଗି ଜଳିଗଲା 3ଟି ଦୋକାନ । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

three shop damaged for fire in jharsuguda
ନିଆଁଲାଗି ଜଳିଗଲା 3ଟି ଦୋକାନ
author img

By

Published : Apr 13, 2020, 6:06 PM IST

ଝାରସୁଗୁଡ଼ା: ଜିଲ୍ଲା ବସଷ୍ଟାଣ୍ଡ ଛକ ନିକଟରେ ଥିବା ଏକ ଫାଇବର ଓଲଡିଙ୍ଗ ଦୋକାନରେ ଭୟାବହ ଅଗ୍ନିକାଣ୍ତ । ଏହି ନିଆଁ ପାଖାପାଖି ତିନୋଟି ଦୋକାନକୁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ନିଆଁଲାଗି ଜଳିଗଲା 3ଟି ଦୋକାନ

ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେବି ଅସ୍ପଷ୍ଟ ରହିଛି । ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡା ଅଗ୍ନିଶମ ଅଧିକାରୀ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.