ETV Bharat / state

ଭୋଟ ଗଣତି ପାଇଁ ଝାରସୁଗୁଡ଼ାରେ ବ୍ୟାପକ ପ୍ରସ୍ତୁତି

କିଛି ମୂହୁର୍ତ୍ତ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି । ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା କ୍ଷେତ୍ର ପାଇଁ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ସକାଳ ୮ଟାରେ ଆରମ୍ଭ ହେବ ଭୋଟ ଗଣତି । ସୁରୁଖୁରୁରେ ଭୋଟ ଗଣତି ନେଇ ଚୁଡାନ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : May 22, 2019, 11:17 PM IST

ଝାରସୁଗୁଡ଼ା: ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ସକାଳ ୮ଟାରୁ ରାଜ୍ୟର ୬୩ଟି କେନ୍ଦ୍ରରେ ଆରମ୍ଭ ହେବ ମତଗଣନା । ଗୁରୁବାର ଆସିବାକୁ ଯାଉଛି ୨୦୧୯ ନିର୍ବାଚନର ଫଳାଫଳ । ସୁରୁଖୁରୁରେ ଭୋଟ ଗଣତି ନେଇ ଚୁଡାନ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା କ୍ଷେତ୍ର ପାଇଁ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ସକାଳ ୮ଟାରେ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ପୋଲିସ ପକ୍ଷରୁ ରହିବ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଝାରସୁଗୁଡାରେ ସୁରୁଖୁରୁରେ ଭୋଟଗଣତି କରିବା ପାଇଁ କଡାକଡି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Format:AVB Date:22/05/2019
Place: Jharsuguda

Anchor: ରାତି ପାହିଲେ ସାଧାରଣ ନିର୍ବାଚନ ରେ ଦେଇଥିବା ଭୋଟ ପାଇଁ ଆରମ୍ଭ ହେବ ଭୋଟ ଗଣତି । ସକାଳ ୮ଟାରୁ  ରାଜ୍ୟର ୬୩ଟି କେନ୍ଦ୍ରରେ ଆରମ୍ଭ ହେବ ମତଗଣନା,  ଗୁରୁବାର ଆସିବାକୁ ଯାଉଛି ୨୦୧୯ ନିର୍ବାଚନର ଫଳାଫଳ ।ସୁରୁଖୁରୁରେ  ଭୋଟ ଗଣତି ନେଇ  ଚୁଡାନ୍ତ ପ୍ରସ୍ତୁତି  ଶେଷ  ହୋଇଛି।  ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା କ୍ଷେତ୍ର ପାଇଁ ଝାରସୁଗୁଡା ଇଂଜିନିୟରିଂ ସ୍କୁଲ ରେ ସକାଳ ୮ଟା ରେ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ପୋଲିସ ପକ୍ଷରୁ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । 
ଝାରସୁଗୁଡା ରେ ସୁରୁଖୁରୁରେ ଭୋଟଗଣତି କରିବା ପାଇଁ କଡାକଡି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି। 
ବାଇଟ1:ଅଶ୍ୱିନୀ କୁମାର ମହାନ୍ତି, ଏସପି,ଝାରସୁଗୁଡା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.