ETV Bharat / state

କମ୍ୟୁନିଷ୍ଟ ପାର୍ଟିର ଧର୍ମ ନିରପେକ୍ଷ ସୁରକ୍ଷା ଦିବସ ପାଳନ - ଧର୍ମ ନିରପେକ୍ଷ ସୁରକ୍ଷା ଦିବସ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରଜରାଜନଗର ଆଞ୍ଚଳିକ କମିଟି ତରଫରୁ ବନ୍ଧବାହାଲଠାରେ ଅନୁଷ୍ଠିତ ହୋଇଯାଇଛି ଧର୍ମ ନିରପେକ୍ଷ ସୁରକ୍ଷା ଦିବସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Feb 4, 2019, 2:08 PM IST

ଝାରସୁଗୁଡା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରଜରାଜନଗର ଆଞ୍ଚଳିକ କମିଟି ତରଫରୁ ବନ୍ଧବାହାଲଠାରେ ଅନୁଷ୍ଠିତ ହୋଇଯାଇଛି ଧର୍ମ ନିରପେକ୍ଷ ସୁରକ୍ଷା ଦିବସ । ଯେଉଁଥିରେ ଧର୍ମ ନାମରେ ଦେଶକୁ ଭାଗ କରୁଥିବା ବିଜେପି, ବିଜେଡି ଓ ଆରଏସଏସର ହୀନ ଉଦ୍ୟମ ବିରୋଧରେ ଗର୍ଜିଥିଲେ ପାର୍ଟିର ସଭ୍ୟ । ଏଥିସହ ଧର୍ମକୁ ନେଇ ରାଜନୀତି କରୁଥିବା ସମସ୍ତ ବ୍ୟକ୍ତିଙ୍କ ଉଦ୍ୟମକୁ ପ୍ରତିହତ କରିବା ପାଇଁ ସଭାରେ ଆହ୍ୱାନ ମଧ୍ୟ ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
undefined

ଅନ୍ୟପକ୍ଷେ ଦୀର୍ଘ ବର୍ଷ ଧରି ହୀରାକୁଦ ଜଳଭଣ୍ଡାର, ଇବ ଥର୍ମାଲ ଓ କୋଇଲା ଖଣି ଦ୍ୱାରା ବିସ୍ଥାପିତଙ୍କ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବା ଦେଖାଯାଉଛି । ତେଣୁ ଜିଲ୍ଲାରେ ଥିବା ଖଣିଜ ପାଣ୍ଠିକୁ ସଠିକ୍‌ ଭାବେ ବ୍ୟବହାର କରାନଯାଇ ଏହା ବାଟ ମାରଣ ହେଉଥିବା ଅଭିଯୋଗ କରିଥିଲେ ଉପସ୍ଥିତ ସଭ୍ୟ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରଜରାଜନଗର ଆଂଚଳିକ କମିଟ ତରଫରୁ ବନ୍ଧବାହାଲ ଠାରେ ଧର୍ମନିରପେକ୍ଷ ସୁରକ୍ଷା ଦିବସ ଅଜି ଅନୁଷ୍ଠିତ ହୋଇଥିଲା ।ଧର୍ମ ନାମରେ ଦେଶ କୁ ଭାଗ ଭାଗ କରି ବିଜେପି , ବିଜେଡି ଓ ଆର ଏସ ଏସ ତରଫରୁ ଯେଉଁ ହୀନ ଉଦ୍ୟମ କରାଯାଉଛି ଏହାକୁ ପ୍ରତିହତ କରିବା ପାଇଁ ସମାବେଶରେ ଉଦ୍ୟମ ଆହ୍ୱାନ କରାଯାଇଛି । ଅନ୍ୟ ପକ୍ଷରେ ଦୀର୍ଘ ବର୍ଷ ଧରି ହୀରାକୁଦ ଜଳଭଣ୍ଡାର ,ଇବ ଥର୍ମାଲ ଓ କୋଇଲା ଖଣି ଦ୍ୱାରା ବିସ୍ଥାପିତ ହୋଇଥିବା ସହ ସହ ଜନସାଧରଣ କୁ ଥଇଥାନ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଝାରସୁଗୁଡା ଜିଲ୍ଲାରେ ଥିବା ଖଣିଜ ପାଣ୍ଠି କୁ ସଠିକ ଭାବରେ ବ୍ୟବହାର ନକରି ବାଟ ମରଣା ହେଉଥିବା ଅଭିଯୋଗ କରିଛନ୍ତି ।
Byte:1- ରମେଶ ତ୍ରିପାଠୀ , ସଦସ୍ୟ କମ୍ୟୁନିଷ୍ଟ ପାର୍ଟି
Byte:- 2- ଆଶିଷ କାନୁନଗୋ , ରାଜ୍ୟ ସମ୍ପାଦକ

Body:ବ୍

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.