ETV Bharat / state

‘ଘରୁ ବାହାରନ୍ତୁ ଓ ଭୋଟ୍‌ ଦିଅନ୍ତୁ’ - Odisha Election

ଏଥର ବ୍ରଜରାଜନଗରରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଛନ୍ତି କିଶୋର ମହାନ୍ତି । ଭୋଟ୍‌ ଦେବା ପରେ ସେ କହିଛନ୍ତି, ଏହା ଏକ ମହାନ ଗଣପର୍ବ। ଏହି ଗଣପର୍ବରେ ସମସ୍ତେ ସାମିଲ ହେବାର ଆବଶ୍ୟକତା ରହିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଇଟିଭି ଭାରତ
author img

By

Published : Apr 18, 2019, 9:17 AM IST

Updated : Apr 18, 2019, 12:25 PM IST

ଝାରସୁଗୁଡା: ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଅବସରରେ ମତଦାନ କରିଛନ୍ତି ବିଜେଡି ବ୍ରଜରାଜନଗର ପ୍ରାର୍ଥୀ କିଶୋରୀ ମହାନ୍ତି। ଝାରସୁଗୁଡା ସ୍ଥିତ ମନମୋହନ ଏମ ଇ ବିଦ୍ୟାଳୟରେ ଆଜି ସକାଳୁ ଆସି ସେ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ଏଥର ବ୍ରଜରାଜନଗରରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଛନ୍ତି କିଶୋର ମହାନ୍ତି । ଭୋଟ୍‌ ଦେବା ପରେ ସେ କହିଛନ୍ତି ଯେ ଏହା ଏକ ମହାନ ଗଣପର୍ବ । ଏହି ଗଣପର୍ବରେ ସମସ୍ତେ ସାମିଲ ହେବାର ଆବଶ୍ୟକତା ରହିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଇଟିଭି ଭାରତ

ଏହାସହ ଭାରତର ଗଣତନ୍ତ୍ର ପଦ୍ଧତି ବିଶ୍ବରେ ଅନନ୍ୟ । ସମସ୍ତେ ଘରୁ ବାହାରନ୍ତୁ ଆଉ ଭୋଟ୍‌ ଦିଅନ୍ତୁ । ଏହି ଶାସନ ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଝାରସୁଗୁଡ଼ା ସ୍ଥିତ ମନମୋହନ ଏମ ଇ ବିଦ୍ୟାଳୟ କୁ ଆଜି ସକାଳୁ ବ୍ରଜରାଜନଗର ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆସି ମତଦାନ ପ୍ରକ୍ରିୟା ରେ ସାମିଲ ହୋଇଛନ୍ତି ।

Body:।

Conclusion:
Last Updated : Apr 18, 2019, 12:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.