ETV Bharat / state

ଶିଶୁଯତ୍ନ ଅନୁଷ୍ଠାନରେ ନୂଆଁଖାଇ ପ୍ରସ୍ତୁତି - ଅନ୍ତେବାସୀ

ମଙ୍ଗଳବାର ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବରେ ସମସ୍ତେ ନିଜ ନିଜର ପରିବାର ସହିତ ନବାନ୍ନ ଖାଇବେ। ତେବେ ପରିବାରର ଅର୍ଥ ବୁଝିନଥିବା ଅନାଥ ପିଲାଙ୍କୁ ସାହାରା ଦେଇଥିବା ଝାରସୁଗୁଡା ବେଲପାହାଡ଼ ସହରର ଠକ୍କର ବାପା ସେବା ସଦନରେ ନୂଆଁଖାଇ ପାଳିତ ହେବାକୁ ଯାଉଛି । ଏହି ପର୍ବ ପାଇଁ ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା କୁନି କୁନି ପିଲାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 2, 2019, 7:51 PM IST

ଝାରସୁଗୁଡା: ମଙ୍ଗଳବାର ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ପଶ୍ଚିମ ଓଡିଶାରେ ବେଶ ଧୂମଧାମର ସହ ପାଳନ କରାଯାଏ । ଏହି ପର୍ବରେ ସମସ୍ତେ ନିଜ ନିଜର ପରିବାର ସହିତ ନବାନ୍ନ ଖାଇବେ। ତେବେ ପରିବାରର ଅର୍ଥ ବୁଝିନଥିବା ଅନାଥ ପିଲାଙ୍କୁ ସାହାରା ଦେଇଥିବା ଝାରସୁଗୁଡା ବେଲପାହାଡ଼ ସହରର ଠକ୍କର ବାପା ସେବା ସଦନରେ ନୂଆଁଖାଇ ପାଳିତ ହେବାକୁ ଯାଉଛି।

ଏହି ପର୍ବ ପାଇଁ ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା କୁନି କୁନି ପିଲାଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ସେବା ସଦନରେ ସମସ୍ତ ଅନ୍ତେବାସୀଙ୍କ ପାଇଁ ନୂଆ ଡ୍ରେସ କିଣାଯାଇଛି । ଏଠାକାର ଅନ୍ତେବାସୀ ଇଷ୍ଟଦେବୀ ସମଲେଇଙ୍କ ଠାରେ ନବାନ୍ନ ଲାଗିବା ପରେ ସମସ୍ତେ ମିଳିମିଶି ନୂଆ ଖାଇବେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହାପରେ ପରମ୍ପରା ଅନୁସାରେ ଜୁହାର ଭେଟଘାଟ ହେବ। ପରେ ବଡ଼ ଧୂମଧାମର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପାଳିତ ହେବ । ତେଣୁ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ରେ ସମସ୍ତେ ନିଜ ନିଜର ପରିବାର ସହିତ ନବାନ୍ନ ଖାଇଥାନ୍ତି । କିନ୍ତୁ ଦୁନିଆରେ ଏମିତି ପିଲା ଅଛନ୍ତି ଯେଉଁମାନେ କି ପରିବାର କଣ ବୁଝିବା ପୂର୍ବରୁ ତାଙ୍କ ଉପରେ ହଟିଯାଇଛି ବାପା ମା ଓ ପରିବାରର ଛାୟା । ହେଲେ ଝାରସୁଗୁଡା ବେଲପାହାଡ଼ ସହର ରେ ଥିବା ଠକ୍କର ବାପା ସେବା ସଦନ ରେ ଥିବା ଅନ୍ତେବାସୀ ଙ୍କ ମଧ୍ୟରେ ନୂଆଖାଇ ପାଇଁ ନିଆରା ଚିତ୍ର ଦେଖିବାକୁ ମିଳିଛି । ଏହି ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଅନ୍ତେବାସୀ ପରିବାର କଣ ଜାଣି ନ ଥିବାବେଳେ ନୂଆଖାଇ ପାଇଁ କୁନି କୁନି ପିଲାଙ୍କ ମୁହଁରେ ଫେରି ଆସିଛି ହସ,ସମସ୍ତ ଅନ୍ତେବାସୀ ଙ୍କ ପାଇଁ ନୂଆ ଡ୍ରେସ କିଣା ଯାଇଥିବା ବେଳେ ଅନାଥ ଆଶ୍ରମ ର ଅନ୍ତେବାସୀ ମାନେ ଇଷ୍ଟ ଦେବୀ ସମଳେଇ ଙ୍କ ଠାରେ ନବାନ୍ନ ଲାଗିବା ପରେ ସମସ୍ତେ ମିଳିମିଶି ନୂଆଖାଇ ଖାଇବେ ।ଏବଂ ପରମ୍ପରା ଅନୁସାରେ ଜୁହାର ଭେଟ ଘାଟ ହେବା ପରେ ଜମିବ ସାଂସ୍କୃତିକ ଆସର ଏଥିପାଇଁ ବଡ଼ ଧୁମଧାମ ଗଣପର୍ବ ନୂଆଖାଇ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ନୂଆ ଡ୍ରେସ କିଣା ସରିଥିବା ବେଳେ ପ୍ରତ୍ୟେକ ବର୍ଷ ମା ସମଲେଇଙ୍କ ନିକଟରେ ଭୋଗ ପରେ କୁରେ ପତ୍ର ରେ ସମସ୍ତେ ନବାନ୍ନ ଖାଉଥିବା କହିଛନ୍ତି ଅନୁଷ୍ଠାନ ର ସମ୍ପାଦକ ଅନ୍ୟପକ୍ଷରେ କୁନି କୁନି ପିଲାଙ୍କ ନିକଟରେ ପର୍ବ ପର୍ବାଣୀ ସହିତ ପରମ୍ପରା ର ମହତ୍ତ୍ୱ ଦିଆଯାଉଥିବା କହିଛନ୍ତି ।ଅନ୍ୟପଟେ ନୂଆଖାଇ ପାଖେଇ ଆସୁଥିବା ବେଳେ ଅନ୍ତେବାସୀ ଙ୍କ ଭିତରେ ନୂଆଖାଇ କୁ ନେଇ ଖୁସି ବଢ଼ିବାରେ ଲାଗିଛି ।

ବାଇଟ1:- ଜ୍ୟୋସ୍ନା ଗନିକ,ଅନ୍ତେବାସୀ, ଠକ୍କର ବାପା ସେବା ସଦନ ।
ବାଇଟ2:ପଦ୍ମିନୀ, ସେବିକା, ଠକ୍କର ବାପା ସେବା ସଦନ ।
ବାଇଟ 3:ନିରାକାର କିଷାନ, ସମ୍ପାଦକ, ଠକ୍କର ବାପା ସେବା ସଦନ ।Body:।।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.